No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ନିଜ ପରିଚାଳିତ ସ୍କୁଲରେ ପୁଲୱାମା ସହିଦଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ୍

khabaradmin by khabaradmin
February 16, 2019
in ନ୍ୟୁଜ୍
0
virender-sehwag
0
SHARES
4
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍ । ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ଉଠାଇବା ପାଇଁ ମୁଁ ପ୍ରସ୍ତୁତ ବୋଲି କହିଛନ୍ତି ।

Nothing we can do will be enough, but the least I can do is offer to take complete care of the education of the children of our brave CRPF jawans martyred in #Pulwama in my Sehwag International School @SehwagSchool , Jhajjar. Saubhagya hoga ? pic.twitter.com/lpRcJSmwUh

— Virender Sehwag (@virendersehwag) February 16, 2019

ସେ ନିଜ ପରିଚାଳିତ ସେହୱାଗ୍ ଇଣ୍ଟରନ୍ୟାସନାଲ୍ ସ୍କୁଲରେ ଯବାନଙ୍କ ପିଲାଙ୍କ ପାଠପଢ଼ା ଦାୟିତ୍ବ ବହନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆଜି ଟ୍ୱିଟ ଜରିଆରେ ସେହୱାଗ୍ କହିଛନ୍ତି ,‘ଆମେ ସହିଦଙ୍କ ପାଇଁ କିଛି ବି କଲେ ଯଥେଷ୍ଟ ହେବନାହିଁ । କିନ୍ତୁ ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ୍ ଯବାନଙ୍କ ପିଲାଙ୍କ ପଢ଼ାଖର୍ଚ୍ଚ ବହନ କରିପାରିଲେ ମୁଁ ନିଜକୁ ସୌଭାଗ୍ୟବାନ ମନେକରିବି।’

khabaradmin

See author's posts

Previous Post

ପୁଲଓ୍ୱାମା ହମ୍‌ଲା: ଓଡ଼ିଶାରେ ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର

Next Post

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

khabaradmin

khabaradmin

Next Post
ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଦେଶର ପ୍ରଥମ ହାତୀ ହସ୍ପିଟାଲ୍‌

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
new-bank-rules

ପହିଲା ଜୁଲାଇ ରୁ ସାରା ଦେଶରେ ଲାଗୁ ହେବ ବ୍ୟାଙ୍କ ପାଇଁ ଏହି ନୂଆ ନିୟମ, ଜାଣି ନିଅନ୍ତୁ ନହଲେ ହେବ ଅସୁବିଧା।

June 30, 2020

EDITOR'S PICK

india-australia-Odi-2019

ସମାଧାନ ବଦଳରେ ବଢ଼ିଲା ବିଶ୍ୱକପ୍ ସମସ୍ୟା, ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ଲଜ୍ଜାଜନକ ପରାଜୟ ପରେ ଚିନ୍ତାରେ ଟିମ୍ ଇଣ୍ଡିଆ

March 14, 2019
ରଥଯାତ୍ରା

ରଥଯାତ୍ରା

July 6, 2019
Trump-Obama-Fight

ଆମେରିକା ନିର୍ବାଚନ ; ଟ୍ରମ୍ପ ଙ୍କ ଉପରେ ବର୍ଷିଲେ ଓବାମା,କହିଲେ ଏମିତି କଥା,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

October 23, 2020
Mount-kailash2

କାହିଁକି କୈଳାସ ପର୍ବତକୁ ଆଜି ପର୍ଯ୍ୟନ୍ତ କେହି ଚଢ଼ି ପାରନ୍ତି ନାହିଁ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

October 10, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In