ନାରୀ ହଉଚି ସମାଜ ର ମୁଖ୍ୟ ଅଙ୍ଗ | ଜଣେ ନାରୀ ମା ହୋଇଥାଏ ,ଭଉଣୀ ହୋଇଥାଏ , କାହାର ସ୍ତ୍ରୀ ହୋଇଥାଏ |ଆଜିକା ଯୁଗ ର ନାରୀ ନିଜ ଘରୁ ବାହାରି ବିଭିହ୍ନ କାର୍ଯ୍ୟ କରିଥାନ୍ତି |ଦେଶ ବିଦେଶ ରେ ନାଁ କରିବା ସହ ସବୁ କାମରେ ପୁରୁଷ ର ସମକ୍ଷକ କରିଥାନ୍ତି |ଶିକ୍ଷା ହଉ କିମ୍ବା ଯୁଦ୍ଧ ହଉ କିମ୍ବା ଘର ସମ୍ଭାଳିବା କଥା ହଉ ସବୁଯାଗାରେ ନାରୀ ଆଗୁଆ |ଏହାର ଗର୍ବ ଇତିହାସ ରହିଛି | ୧୯୧୭ ମସିହା ରେ ଭାରତର ପ୍ରଥମ ନାରୀ ପ୍ରଧାନମନ୍ତ୍ରୀ ଭାଭେ ଇନ୍ଦିରା ଗାନ୍ଧୀ ଶପଥ ଗ୍ରହଣ କରିଥିଲେ ଆଉ ୩୧ ଓ଼କ୍ଟବେର ୧୯୮୪ ମସିହା ଯାଇଁ ଶାସନ କାର୍ଯ୍ୟ ନିର୍ବାହ କରିଥିଲେ ଅତି ଦକ୍ଷତା ସହ | ତ ନାରୀ କେବଳ ଘର ପାଇଁ କହିବା ଏହି କଥା ସମ୍ପୂର୍ଣ ଭୁଲ ଅଟେ |
ଆଜିକା ଯୁଗରେ ନାରୀ ସବୁ ପ୍ରକାର କାମରେ ନିୟୋଜିତ ହେଲେଣି ଦେଶ ସମ୍ଭଳିବାରୁ ନେଇକି ମହା ଆକାଶ କୁ ଯାତ୍ରା କରିବା ଚାକିରୀ କରିବା ସବୁ ପ୍ରକାର କାମରେ ଦକ୍ଷତା ସହ ସମାପ୍ତ କରିପାରନ୍ତି ଆଜିକା ଯୁଗ ର ଝିଅ କିନ୍ତୁ ବହୁତ କ୍ଷେତ୍ର ରେ ତାଙ୍କୁ ସେତିକି ସୁଭିଧାଶୂଯଗ ମିଳିପାରିନଥିବାରୁ ବା ଘରେ ତାଙ୍କୁ ସାହାଯ୍ୟ ନାଁ କରିବା ଯୋଗୁ ତାଙ୍କ ବହୁତ ସ୍ୱପ୍ନ ଅଧୁରା ରହିଯାଇଥାଏ |ତେଣୁ ମନୁଷ୍ୟ ସଜାଗ ହବ ଆବଶ୍ୟକ ଫଳରେ ନାରୀଜାଗରଣ ହବ ସହ ସମାଜର ଉନତି ହବ ସେଥିପାଇଁ ସର୍ବ ପ୍ରଥମେ ସେ ନାରୀ ହଁ ଜାଣିବା ଦରକାର ତାର କ୍ଷମତା ବିଷୟରେ |
ଗୋଟି ନାରୀ ଜେଏକି ଗୋଟି ଘର ଚଲେଇକି ଘରକୁ ମନ୍ଦିର ଭଭରେ ତୋଳିବାର କ୍ଷମତା ରଖିପାରିଥାଏ ସେଵା ଦେଶ କୁ କେତେ ସୁନ୍ଦର ନାଁ ତୋଳିପାରିବ ସେଇ କଥା ଭାବହିବ ଦରକାର | ଯେତେଶୀଘ୍ର ମାନବ ସେ କଥା ଭୁଝିପାରିବ ଯୁବ ନାରୀ ରାଜନୀତିକୁ ଆସି କି କାମ କରିବେ ସେତେ ହଁ ଜଲ୍ଦି ଦେଶ ର ଉନତି ବି ହେପାରିବ |