ତୁମେ ନିଶ୍ଚୟ ଭାବେ ବହୁତ ଥର ଟ୍ରେନ ରେ ଯାତାୟତ କରିଥିବ କୌଣସି ନା କୌଣସି ଜାଗାକୁ,ମୁଁ ମଧ୍ୟ ବହୁତ ଥର ଯାତାୟତ କରିଛି.ଏବଂ ତମେ କେବେ ନିରୀକ୍ଷଣ କରି ଦେଖିଛ କି କବାଟ ପାଖରେ ଥିବା ଝରକା ରେ ବହୁତ ଗୁଡିଏ ବାର ଥାଏ ହେଲେ ଅନ୍ୟ ସବୁ ଆଡେ ଅଳ୍ପ ମାତ୍ରାରେ ବାର ଥାଏ.ତେବେ ଏହାର ଅର୍ଥ କଣ ଆପଣ ମାନେ ଜାଣିଛନ୍ତି କି??ନିଶ୍ଚିତ ଭାବେ ଏହା ଦେଖିବା ପରେ ଆପଣଙ୍କ ମନରେ ଏହି ଭାବନା ଜାଗ୍ରତ ହୋଇଥିବା ଯେ ଏହା କଣ ପାଇଁ କବାଟ ପାଖରେ ଅଧିକା ବାର ଥାଏ ,ହେଲେ ଅନ୍ୟ ସବୁଠାରେ କମ ପରିମାଣ ରେ ଥାଏ ,ଏହାର ଅର୍ଥ କଣ ଅଟେ,ଏହା କିପରି ହୋଇଛି ତେବେ ଚାଲନ୍ତୁ ଜାଣିବା ସେହି ସବୁ କଣ ପାଇଁ ଥାଏ ,ଏବଂ ତାହାର ପ୍ରକୃତ ଅର୍ଥ କଣ ଅଟେ.
ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବ ଏହି କଥା ଶୁଣି,ଇଁଜିନିୟର ମାନେ ଏହା କରିଥାନ୍ତି କାରଣ ଟ୍ରେନ ରେ ହେଉଥିବା ଚୋରି ,ଡକାୟତି ରୁ ରକ୍ଷା ପାଇବା ପାଇଁ.ଯେତେବେଳେ କଥା ଅନୁସାରେ କବାଟ ପାଖରେ ଥିବା ଝରକା ରେ ଅଧିକା ବାର ଥାଏ ,ଯେଉଁ ବି ଲୋକ ସେହି ପାଖରେ ଛିଡା ହୋଇ ଆପଣଙ୍କ ଜିନିଷ ଚୋରି କରିପାରିବ ସେଥିପାଇଁ ଟ୍ରେନ ରେ ଡୋର ପାଖରେ ଥିବା ଝରକା ରେ ବହୁତ ଗୁଡିଏ ବାର ଦିଆଯାଇଥାଏ.ଯାହା ସମସ୍ତଙ୍କର ଭଲ ପାଇଁ ଏହାର ପ୍ରୟୋଗ ହୋଇଥାଏ,ଏବଂ ଏହା ଦ୍ବାରା ସେହି ଝରକା ପାଖରେ ଥିବା ଲୋକଟିର କିଛି କ୍ଷତି ହୋଇପାରିବ ନାହିଁ ଏବଂ ସେ ଭଲସେ ଟ୍ରେନ ରେ ଯାତ୍ରା କରିପାରିବ ବୋଲି କୁହାଯାଇ ଅଛି.ଏହିପରି ଭାବରେ ଟ୍ରେନ ରେ ସୁବିଧା ରହିଥାଏ ,ଯାହା ଦ୍ବାରା ସମସ୍ତ ଯାତ୍ରୀ ଙ୍କୁ ବହୁତ ସହଯୋଗ ହୋଇଥାଏ.
ଏବଂ ସେମାନେ ନିଜର ଜିନିଷ ପତ୍ର ସହିତ ବିନା ଚିନ୍ତାରେ ଯାଇପାରିଥାନ୍ତି,ହେଲେ ଆପଣ ମାନଙ୍କୁ ସବୁବେଳେ ସତର୍କତା ଅବଲମ୍ବନ କରି ଟ୍ରେନ ରେ ଯାତାୟତ କରିବା ଆବଶ୍ୟକ ଅଟେ,ଏହା ଫଳରେ ଆପଣ ଭଲରେ ଯାଇପାରିବେ ଏବଂ ଆପଣଙ୍କ ଜିନିଷ ପତ୍ର ମଧ୍ୟ ଭଲରେ ତଥା ବିନା ଚୋରି ରେ ଯାଇପାରିବେ,ସେଥିପାଇଁ କୁହାଯାଇ ଅଛି ଯେ ଯେତେବେଳେ ଟ୍ରେନ ରେ ଯାତ୍ରା କରୁଛ ସବୁବେଳେ ନିଜ ଜିନିଷ ନିଜ ପାଖରେ ରଖ ଏବଂ ସେହି ଜିନିଷ ସବୁ କୁ ନିଜେ ଭଲରେ ରଖି ନେଇକି ଯାଅ ଏହା ଦ୍ବାରା ଆପଣଙ୍କ ଜିନିଷ ଭଲରେ ଯାଇପାରିବ.
ଛୋଟ ଛୋଟ ଗ୍ୟାପ ଥିବା କାରଣରୁ ଚୋର କିମ୍ବା ଡକାୟତ ଙ୍କର ହାତ ସହଜେ ପସିନଥାଏ ଏବଂ ଏହା ଦ୍ବାରା ସେହି ଟ୍ରେନ ରେ ଯାତାୟତ କରୁଥିବା ଲୋକ ମଧ୍ୟ ଭଲ ସେ ଯାଇପାରନ୍ତି.
ଆପଣ ମାନଙ୍କୁ ସେହି ଇଂଜିନିୟର ଏବଂ କର୍ମ କର୍ତ୍ତା ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିବା ଆବଶ୍ୟକ ଅଟେ.ଯାହା ଦ୍ବାରା ଆପଣ ଙ୍କ ଯାତ୍ରା ଆରମ ଏବଂ ସଫଳ ଦାୟକ ହୋଇଥାଏ ସେହି ଟ୍ରେନ ରେ.