No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

khabaradmin by khabaradmin
February 12, 2019
in ନ୍ୟୁଜ୍
0
ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା
0
SHARES
7
VIEWS
Share on FacebookShare on Twitter

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ ମହିଳାଠାରୁ ୩-୦ରେ ଟି-୨୦ ସିରିଜ୍‌ ହାରିବା ସତ୍ତ୍ୱେ ଭାରତୀୟ ମହିଳା ଦଳର ଦୁଇ ତାରକା ବ୍ୟାଟସ୍‌ଓମ୍ୟାନ୍‌ଙ୍କ ରାଙ୍କିଙ୍ଗରେ ଆଶାତୀତ ଉନ୍ନତି ହୋଇଛି। ମହିଳା ଦଳର ଓପନର ସ୍ମୃତି ମନ୍ଧାନା ଓ ୩ ନଂରେ ବ୍ୟାଟିଂ କରୁଥିବା ଜେମିମା ରୋଡ୍ରିଗ୍ସ ଆଇସିସି ବ୍ୟାଟିଂ ତାଲିକାରେ ୪ଟି ଲେଖାଏ ସ୍ଥାନ ଉପରକୁ ଉଠିଛନ୍ତି। ଜେମିମା ୪ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୨ ନଂ ସ୍ଥାନରେ ପହଞ୍ଚିଥିବା ବେଳେ ମନ୍ଧାନା ୬ ନଂ ସ୍ଥାନରେ ରହିଛନ୍ତି।

ଜେମିମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ୩ଟି ମ୍ୟାଚ୍‌ରେ ୧୩୨ ରନ୍‌ ହାସଲ କରିଥିବାରୁ ତାଙ୍କୁ ଏଭଳି ସଫଳତା ମିଳିଛି। ସେହିପରି ମନ୍ଧାନା ସିରିଜ୍‌ରେ ୧୮୦ ରନ୍‌ ସ୍କୋର କରିଥିଲେ। ଗତ ସପ୍ତାହରେ ଦିନିକିଆ ରାକିଙ୍ଗର ୧ ନଂ ବ୍ୟାଟସ୍‌ଓମ୍ୟାନ୍‌ ପାଲଟିଥିବା ଷ୍ଟାଇଲିଶ ମନ୍ଧାନା ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨ଟି ଅର୍ଦ୍ଧଶତକ ହାସଲ କରିଥିଲେ।

ଟି-୨୦ ବ୍ୟାଟସ୍‌ଓମ୍ୟାନ୍‌ ତାଲିକାର ୧ ନଂ ସ୍ଥାନରେ ୭୬୫ ପଏଣ୍ଟ ସହ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ରହିଛନ୍ତି।

ଅନ୍ୟପକ୍ଷରେ ବୋଲିଂରେ ଟପ୍‌ ଟେନ୍‌ ଦୁଇ ଜଣ ଭାରତୀୟ ରହିଛନ୍ତି। ପୂର୍ବପରି ପୁନମ ଯାଦବ ରାଙ୍କିଙ୍ଗର ୨ ନଂ ସ୍ଥାନରେ ଥିବା ବେଳେ ପ୍ରଥମଥର ପାଇଁ ସ୍ପିନର ରାଧା ଯାଦବ ଟପ୍‌ ଟେନ୍‌ରେ ପ୍ରବେଶ କରିଛନ୍ତି। ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪ଟି ୱିକେଟ୍‌ ନେଇଥିବାରୁ ୧୮ ତମ ସ୍ଥାନରୁ ଲମ୍ଫ ମାରି ୧୦ ନଂରେ ପହଞ୍ଚିଛନ୍ତି। ସେହିପରି ଦୀପ୍ତି ଶର୍ମା ୫ଟି ସ୍ଥାନ ଉପରକୁ ଉଠି ବୋଲିଂ ରାଙ୍କିଙ୍ଗର ୧୪ତମ ସ୍ଥାନରେ ପହଞ୍ଚିଛନ୍ତି।

ବୋଲିଂ ରାଙ୍କିଙ୍ଗର ୧ ନଂ ସ୍ଥାନରେ ୭୯୬ ପଏଣ୍ଟ ସହ ଅଷ୍ଟ୍ରେଲିଆର ମେଗାନ ସ୍କଟ ରହିଛନ୍ତି।

khabaradmin

See author's posts

Previous Post

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

Next Post

ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବେ ପନ୍ତ,ଶଙ୍କର ଓ ରାହଣେ!

khabaradmin

khabaradmin

Next Post
ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବେ ପନ୍ତ,ଶଙ୍କର ଓ ରାହଣେ!

ବିଶ୍ୱକପ୍‌ ଟିମ୍‌ରେ ସାମିଲ ହେବେ ପନ୍ତ,ଶଙ୍କର ଓ ରାହଣେ!

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

ସୋମବାର 99 କୋଭିଡ ରୋଗୀ ଓଡିଶାରେ ସୁସ୍ଥ

ସୋମବାର 99 କୋଭିଡ ରୋଗୀ ଓଡିଶାରେ ସୁସ୍ଥ

June 8, 2020
Odisha-monsoon

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ,କାଲିଠାରୁ ହେବ ଭୀଷଣ ବର୍ଷାର ଆରମ୍ଭ

October 21, 2020
Trump-Obama-Fight

ଆମେରିକା ନିର୍ବାଚନ ; ଟ୍ରମ୍ପ ଙ୍କ ଉପରେ ବର୍ଷିଲେ ଓବାମା,କହିଲେ ଏମିତି କଥା,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

October 23, 2020
ରକ୍ତହୀନତା ର ପ୍ରାଥମିକ ଲକ୍ଷଣ ଏବଂ ଆରମ୍ଭରୁ ଏହାକୁ ଦୂର କରିବାର ଉପାୟ

ରକ୍ତହୀନତା ର ପ୍ରାଥମିକ ଲକ୍ଷଣ ଏବଂ ଆରମ୍ଭରୁ ଏହାକୁ ଦୂର କରିବାର ଉପାୟ

August 26, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In