No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ପୁଲଓ୍ୱାମା ହମ୍‌ଲା: ଓଡ଼ିଶାରେ ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର

khabaradmin by khabaradmin
February 16, 2019
in ନ୍ୟୁଜ୍
0
ପୁଲଓ୍ୱାମା ହମ୍‌ଲା: ଓଡ଼ିଶାରେ ଦୁଇ ସହିଦ ଯବାନଙ୍କ ପାର୍ଥିବ ଶରୀର
0
SHARES
7
VIEWS
Share on FacebookShare on Twitter

ପୁଲୱାମା ଆତଙ୍କବାଦୀ ହମଲାରେ ସହିଦ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି । ବିମାନବନ୍ଦରରେ ଶୋକାକୂଳ ପରିବେଶ ଥିବା ଦେଖିବାକୁ ମିଳିଛି । ସମସ୍ତଙ୍କ ଆଖିରେ ଲୁହ ଓ କୋହ ଭରି ହୋଇ ରହିଛି । ସହିଦ ଓଡ଼ିଆ ପୁଅ ପ୍ରସନ୍ନ ସାହୁ ଏବଂ ମନୋଜ ବେହେରାଙ୍କ ପରିବାର ତାଙ୍କୁ ମରଶରୀରକୁ ଦେଖିବା ପାଇଁ ଚାହିଁ ରହିଥିଲେ । ବିମାନବନ୍ଦରରେ 2 ସହିଦଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ତେବେ ଦୁଇ ସହିଦଙ୍କ ଶେଷ କୃତ୍ୟ ସେମାନଙ୍କ ଗାଁରେ ହେବ ବୋଲି ଜଣାପଡ଼ିଛି । ମନୋଜଙ୍କ ଶେଷକୃତ୍ୟ ତାଙ୍କ ଗାଁ ନିଆଳିରେ ହେବାକୁ ଥିବା ବେଳେ ପ୍ରସନ୍ନଙ୍କ ଶେଷକୃତ୍ୟ ଜଗତସିଂହପୁର ଶିଖରେ ଗାଁରେ ହେବ ବୋଲି ଜଣାପଡ଼ିଛି । ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରେ ପାର୍ଥିବ ଶରୀରକୁ ସେମାନଙ୍କ ଗାଁକୁ ପଠାଯିବ ।

ଦୁଇ ସହିଦଙ୍କ ପାଇଁ କେବଳ ତାଙ୍କ ପରିବାର ଲୋକ ନୁହଁନ୍ତି ସାରା ରାଜ୍ୟ ଆଜି କାନ୍ଦୁଛି । ବିମାନ ବନ୍ଦରରେ ମଧ୍ୟ ତାଙ୍କ ପରିବାର ଲୋକଙ୍କ ବ୍ୟତୀତ ହଜାର ହଜାର ଲୋକ ତାଙ୍କ ଶେଷ ଦର୍ଶନ ପାଇଁ ଚାହିଁ ରହିଛନ୍ତି ।

ସହିଦଙ୍କ ପରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ 25 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ସହିଦଙ୍କ ପିଲାଙ୍କ ପାଠ ପଢା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିପରି ସହିଦଙ୍କ ଗାଁକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ଦିଆଯିବ ବୋଲି ମଧ୍ୟ କୁହାଯାଇଛି ।

khabaradmin

See author's posts

Previous Post

ଜମ୍ମୁ-କଶ୍ମୀରରେ ଉରି ଠୁ ବଡ ଧରଣ ଆତଙ୍କୀ ହମଲା ୨୦ ଜଣ ଜବାନ ସହୀଦ | ୪୫ ଗୁରୁତର ଆହତ

Next Post

ନିଜ ପରିଚାଳିତ ସ୍କୁଲରେ ପୁଲୱାମା ସହିଦଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ୍

khabaradmin

khabaradmin

Next Post
virender-sehwag

ନିଜ ପରିଚାଳିତ ସ୍କୁଲରେ ପୁଲୱାମା ସହିଦଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ୍

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

ଆଜି ର ଯୁବାନରୀ ପିଢ଼ି ରାଜନୀତି ରେ ଆବଶ୍ୟକ କି

ଆଜି ର ଯୁବାନରୀ ପିଢ଼ି ରାଜନୀତି ରେ ଆବଶ୍ୟକ କି

July 6, 2019
Trump-Obama-Fight

ଆମେରିକା ନିର୍ବାଚନ ; ଟ୍ରମ୍ପ ଙ୍କ ଉପରେ ବର୍ଷିଲେ ଓବାମା,କହିଲେ ଏମିତି କଥା,ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

October 23, 2020
AB-Devillers-vs-RR

ଏଥର IPL ଟ୍ରଫି ଦୌଡ଼ରେ କଡ଼ା ଟକ୍କର ଦେଉଛି RCB, ଡେଭିଲର ଙ୍କ ଶକ୍ତି ପ୍ରଦର୍ଶନ

October 19, 2020
‘Jete Gori Sete Story’

ରିଲିଜ୍ ହୋଇଛି ଓଡିଆ ଚଳଚ୍ଚିତ୍ର ‘Jete Gori Sete Story’ ଟିଜର

November 23, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In