ରଥଯାତ୍ରା ଓଡିଶା ପ୍ରସିଦ୍ଧ ତା ନୁହେ ଏହା ବିଶ୍ୱ ପ୍ରସିଦ୍ଧ| ବିଶ୍ୱ ର କୋଣ ଅନୁକୋଣରୁ ଲୋକ ମାଡିଆସିଥାନ୍ତି ଭ|ଭବିହୁଳ ହୋଇ ନିଜ ଭଗବାନଙ୍କ ଦର୍ଶନ ପାଇଁ ନିଜ ମନରେ ସବୁ ପ୍ରକାର ଆସ| ଅଖଂଷ୍ୟ| ଧରି ମାଡିଆସିଥାନ୍ତି ଭକ୍ତ ଜଣ ନିଜ ଭଗବାନ କା ପାଖକୁ ଏ ଆଶାରେ ତାଙ୍କର ସବୁ ଦୁଃଖ କଷ୍ଟ ଭୁଲି ହଜିଯିବେ ତାଙ୍କ ଲୀଳାଖେଳରେ |ପ୍ରତେକ ଭକ୍ତଜନ ନିଜକୁ ନିୟୋଜିତ କରିଦେଇଥାନ୍ତି ଭଗବାନ କ ସେବାରେ| ଲୋକ ମାନଙ୍କର ବିଶ୍ୱାସ ଏହା ଥାଏ କି ଭଗବାନ ଜଗତନାଥ ଆସିବେ ରଥ ଚଢି ତାଙ୍କ ଦୁଃଖ କଥା ଭୂଜିବାକୁ ବୋଲି |
ରଥଯାତ୍ରା ପୁରୀ ଓଡିଶା ପ୍ରସିଦ୍ଧ ମୁଖ୍ୟତଃ ତାହା ଓଡିଶା ପୁରୀ ବିଖ୍ୟାତ | ଏହି ପୁରୀ ରଥଯାତ୍ରା ଦେଖିବାକୁ ବିଶ୍ୱ ଅନୁ କୋଣରୁ ଲୋକ ଆସିଥାନ୍ତି | ଏହି ପୁରୀ ରଥଯାତ୍ରା ଓଡିଶା ପ୍ରସିଦ୍ଧ | ପ୍ରତେକ ବର୍ଷ ଆଷାଢ଼ ମାସରେ ଏହି ପର୍ବ ଅନୁଷ୍ଠିତ ହାଇଥାଏ | ଭଗବାନ ଶ୍ରୀଜଗତନାଥ ବାହାରିଥାନ୍ତି ଶ୍ରୀ ମନ୍ଦିରରୁ ନିଜ ଭାଇ ବଳଭଧ୍ର ଓ ଭଉଣୀ ସୁଭାଧ୍ର କ ସହ |
ଏହି ଆଗମନ ଦେଖିବାକୁ ଶ୍ରୀମନ୍ଦିର ବାହାରେ ଥାନ୍ତି ଲଖାଲଖ ଭକ୍ତଗଣ | ବାହରିକି ପହଣ୍ଡି ହୋଇଥାଏ ତାଙ୍କର ଲୋକମାନଙ୍କର ବିଶ୍ୱାସ ଥାଏ ଏହୀ ପହଣ୍ଡି ଦେଖିଲେ ସବୁ ପାପ ଖୟା ହାଇଥାଏ ଆଉ ଜଣେ ମନୁଷ୍ୟ ଲାଭ ଲାଭ କରିଥାଏ ବହୁତ ପୁଣ୍ୟ ସେଥିପାଇଁ ଶ୍ରୀମନ୍ଦିର ସାମ୍ନାରେ ପୁରୀ ର ଦେଖାଯାଇଥାଏ ଲେଖା ଲେଖା ବିଧା ଖାଲି ପୁରୀ ଶ୍ରୀମନ୍ଦିର ନୁହେ ଓଡ଼ିଶାର ପ୍ରତେକ ଜାଗାରେ ରଥଯାତ୍ରା ପାଳନ କରାଯାଇଥାଏ ବହୁତ ଉତ୍କର୍ଷରେ ରେ | ସେଥିପାଇଁ ଦେଖାଯାଇଥାଏ ବହୁତ ବରମଣକାରୀ ମାନଙ୍କର ଆଗମନ |
ଏହି ରଥଯାତ୍ରା ୫୦ ବର୍ଷ ପୂର୍ବରୁ ପାଳନ ହୋଇଆସୁଛି ଓ ଏହା ଦକ୍ଷିଣ ଆଡେ ବେଶୀ ପ୍ରସିଦ୍ଧ | ଏହା ୭୩ ଦେଶରେ ମଧ୍ୟ ପାଳନ କରାଯାଇଥାଏ ବହୁତ ଭଲଭାବରେ | ଏହା ଗୁଣ୍ଡିଚା ଯାତ୍ରା , ଘୋଷ ଯାତ୍ରା ,ନବଦିନ ଯାତ୍ରା ,ଦସବତର ଯାତ୍ରା ଓ ବହୁତ ନାମରେ ଏହା ପରିଚିତ |ଏହି ଯାତ୍ରା ହିନ୍ଦୁ ମାନଙ୍କର ବିଶ୍ୱାସ ରେ ହୋଇଥାଏ ଯାଉଥିଵି ବହୁତ କିଛି ହୋଇଥାଏ | ଶ୍ରୀଜଗତନାଥ ପୁରୀ ମନ୍ଦିର କୁ ୟମଣିକା ତୀର୍ଥ ମଧ୍ୟ କୁହ ଯାଇଥାଏ ଯାହାକି ଲୋକ ମାନଙ୍କର ବିଶ୍ୱାସ ଥାଏ ଜଗନାଥ କଙ୍କର ଅବସ୍ଥାନ ଯୋଗୁ ସେଠୀ ଯମ ମୁର୍ତ୍ୟ ର ଦେବତା ଥାନ୍ତି ବୋଲି ଲୋକମାନଙ୍କର ବିଶ୍ୱାସ | ଜଗତନାଥ ମଧ୍ୟ ଜେଏକି ଶ୍ରୀକୃଷ୍ଣ ନାମରେ ପ୍ରସିଦ୍ଧ |
||ଜୟ ଜଗନାଥ ||