No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ମନୋରଞ୍ଜନ

କେଉଁ କାରଣରୁ ଲତା ମଙ୍ଗେସକର ବିବାହ କରି ନଥିଲେ। ୭୦ ବର୍ଷ ପରେ ତାଙ୍କ ଭଉଣୀ ଏହି କଥାକୁ ଖୋଲିଥିଲେ।

khabaradmin by khabaradmin
November 1, 2019
in ମନୋରଞ୍ଜନ
0
llata-mangeshkar-1
0
SHARES
22
VIEWS
Share on FacebookShare on Twitter

ବଲିଉଡ଼ ରେ ସୁର ମାନଙ୍କ ର ମଲ୍ଲିକା ନାମ ରେ ପରିଚିତ ଥିବା ଲତା ମଙ୍ଗେସକର ୧୮ ସେପ୍ଟେମ୍ବର ରେ ଜନ୍ମ ଗ୍ରହଣ କରି ଥିଲେ। ସେହି ଅବସର ରେ ଲତା ମଙ୍ଗେସକର ଙ୍କ ଫ୍ୟାନ ତାଙ୍କ ଉପରେ କିଛି ପ୍ରଶ୍ନଭିର ଉତ୍ତର ଜାଣିବା କୁ ଚାହୁଁଛନ୍ତି। ତାଙ୍କର କିଛି ଓଲଟା ସିଧା ଖବର ମିଡ଼ିଆ ମାନେ ଛାପି ବାରୁ ବହୁତ ବିବାଦ ଘଟିଲା। କିନ୍ତୁ କେତେକ ପ୍ରଶ୍ନ ମଧ୍ୟରୁ ସବୁଠୁ ଭଲ ପ୍ରଶ୍ନ ର ଉତ୍ତର ଦେଇ ଥିଲେ ତାଙ୍କ ଭଉଣୀ। ଯାହା କି କେଉଁ କାରଣ ରୁ ଲତା ମଙ୍ଗେସକର ବିବାହ କରି ନ ଥିଲେ।

ଲତା, ଆଶା, ଉଷା ମଙ୍ଗେସକର ଙ୍କ ବ୍ୟତୀତ ଅନ୍ୟ ଜଣେ ମଙ୍ଗେସକର ଅଛନ୍ତି। ଯିଏ କି ମିନତାଇ ମଙ୍ଗେସକର ଅଟନ୍ତି। ସେ ହିନ୍ଦୀ ଏବଂ ମରାଠୀ ଫିଲ୍ମି କୁ ନିଜର ଆବାଜ ଦେଇଛନ୍ତି। ସେ ୮୮ ବର୍ଷ ବୟସ ରେ ଏକ ପୁସ୍ତକ ଲେଖି ଥିଲେ ଯାହାର ନାମ “ଦିଦି ଆଉ ମୁଁ”। ଯେଉଁଥିରେ କି ସେ ବଡ ବଡ ସୁରାଗ ଖୋଲିଛନ୍ତି। ସେ ଏକ ଇଣ୍ଟର ଭିଉ ରେ ଲତାଙ୍କ ବିବାହ ନ ହେବାର କାରଣ ବି କହି ଥିଲେ।

ଯେତେ ବେଳେ ମିନତାଇ ମଙ୍ଗେସକର ଙ୍କୁ ପଚରା ଗଲାକି ତାଙ୍କ ଭଉଣୀ ଲତାଙ୍କ ବିବାହ ନ ହେବାର କାରଣ କଣ ?ସେ ଏହାର ଉତ୍ତର ଦେବାକୁ ଯାଇ କହିଲେ କି ତାଙ୍କ ଭଉଣୀ ଲତା ସଦା ସର୍ବଦା ନିଜ ଭଉଣୀ ମାନଙ୍କୁ ବହୁତ ସ୍ନେହ, ଯତ୍ନ ଏବଂ ଭଲ ପାଉ ଥିଲେ। ଯଦି ସେ ବିବାହ କରି ଥାନ୍ତେ ତେବେ ସେ ତାଙ୍କ ଭଉଣୀ ମାନଙ୍କ ଠାରୁ ଦୁରେଇ ଯାଇ ଥାନ୍ତେ। ତେଣୁ ସେ ଆସିଥିବା ସମସ୍ତ ପ୍ରସ୍ତାବକୁ ଦୁରେଇ ବା ଆଡେ଼ଇ ଦେଉ ଥିଲେ।

ଥରେ ଗୀତ ର ଡାଇରେକ୍ଟର ଆଶାଙ୍କୁ ସିଲେକ୍ଟ କରିଥିଲେ। କିନ୍ତୁ ସେଥିରେ ଲତା କିଛି କହି ନ ଥିଲେ। ତଥାପି ଖରାପ ମେଡିଏ ଅଧିକା ଦେଖେଇ ହୋଇ ପଚାରୁ ଥିଲେ କି ଲତଜି ରାଗିଲେ ନାହିଁ କାହିଁକି। ସମସ୍ତଙ୍କ ଠାରୁ ଲତାଜି ବହୁତ ସବଳ ଥିଲେ ପୁଣି ୯୦ ବର୍ଷ ବୟସ ରେ ତେଣୁ ତାଙ୍କ ଠାରୁ କିଛି ଶିଖିବାକୁ ଚେଷ୍ଟା କରନ୍ତୁ। ଖାଲି ଘରେ ବସିଲେ କିଛି ଲାଭ ହେବ ନାହିଁ। ଯଥା ସମ୍ଭବ ତାଙ୍କ ଜୀବନ ଶୈଳୀ ପଡନ୍ତୁ ଆଉ ଜାଣନ୍ତୁ ମଧ୍ୟ ସେ କେତେ କଷ୍ଟ ସହିଛନ୍ତି।

ମିନତାଇ ମଙ୍ଗେସକର ବିବାହ ପରେ ଗୀତ ଗାଇବାକୁ ମନା କରି ଦେଇ ଥିଲେ। ଯାହାକି ସେଥିରେ ତାଙ୍କ ଭଉଣୀ ଲତା ମଙ୍ଗେସକର ସାହାଯ୍ୟ ମଧ୍ୟ କରି ଥିଲେ। ଏବଂ କହି ଥିଲେ ଏହା ବାଧ୍ୟ ବଧକତା ନୁହେଁ। ସେଥି ପାଇଁ ମିନତାଇ ବଲିଉଡ଼ ରେ ଏତେ ପପୁଲରୀଟି ନ ଥିଲେ। ତଥାପି ସେ ବହୁତ ଖୁସି ଥିଲେ। ଏହା ଆମେ କେବଳ ତାଙ୍କ ପୁସ୍ତକ ଲେଖାରୁ ଜାଣି ପାରୁଛୁ।

khabaradmin

See author's posts

Previous Post

ବନ୍ଧୁତ୍ୱ ଦିବସ, ବନ୍ଧୁ ପାଇଁ ଦିନଟିଏ

Next Post

କାହିଁକି ଟ୍ରେନରେ କବାଟ ପାଖକୁ ଯେଉଁ ଝରକା ଥାଏ ସେଥିରେ ବହୁତ ବାର ଥାଏ

khabaradmin

khabaradmin

Next Post
train

କାହିଁକି ଟ୍ରେନରେ କବାଟ ପାଖକୁ ଯେଉଁ ଝରକା ଥାଏ ସେଥିରେ ବହୁତ ବାର ଥାଏ

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

ଝିଅ ମାନଙ୍କ ପର୍ବ ରଜ କାହିଁକି ପାଳନ ହୁଏ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଝିଅ ମାନଙ୍କ ପର୍ବ ରଜ କାହିଁକି ପାଳନ ହୁଏ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

June 14, 2020
Odisha-monsoon

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ,କାଲିଠାରୁ ହେବ ଭୀଷଣ ବର୍ଷାର ଆରମ୍ଭ

October 21, 2020
Ravan-Golden-Palace

କୁଆଡ଼େ ଗଲା “ରାବଣର ସୁନା ” ସୁନାର ମହଲ ? ରହସ୍ୟ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

October 19, 2020
health-benefits-cinnamon-Dalchini

ଡାଲଚିନି ର ଏହି ଔଷଧୀୟ ଗୁଣ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ବହୁତ ଫାଇଦା ରହିଛି ଏହାର।

July 9, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In