କିଛି ଦିନ ତଳେ ଖବର ଆସିଥିଲା କି ଅଭିନେତା କାର୍ତ୍ତିକ ଆର୍ଯ୍ୟନ ଏବଂ ସାରା ଅଲ୍ଲି ଖାନ ଙ୍କ ମଧ୍ୟରେ ବ୍ରେକ ଅପ ହୋଇଥିଲା.ଦୁଇଜଣ ଯାକ ନିଜ କ୍ୟାରିଅରରେ ବ୍ୟସ୍ତ ଥିଲେ ଏବଂ ଜଣେ ଆଉ ଜଣ ଙ୍କ ପ୍ରତି ସମୟ ଦେଇ ପାରୁ ନଥିଲେ.ବିଶେଷ ସୂତ୍ରରୁ ଜଣା ପଡିଛି ଏହି କାରଣ ରୁ ସେମାନେ ଅଲଗା ହୋଇଛନ୍ତି ଏବଂ ତାଙ୍କ ମଧ୍ୟରେ ତାଙ୍କ ଦୁଇ ଜଣଙ୍କ ପ୍ରତି କିଛି ବି ଭାବନା ନାହିଁ ଏବଂ କିଛି ଦିନ ତଳେ କାର୍ତ୍ତିକ ଅର୍ଯ୍ୟନ ଆଉ ଜଣେ ଅଭିନେତ୍ରୀ ଙ୍କ ସହ ଡିନରେ ରେ ନଜର ଆସିଥିଲେ.
ବିତି ଯାଇଥିବା ୩୦ ଅକ୍ଟୋବର ରେ କରଣ ଜୋହାର ଙ୍କର ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦି ୟର ୨’ ରେ ନିଜ ବଲିଉଡ କ୍ୟାରିଅର ଆରମ୍ଭ କରିଥିବା ଅଭିନେତ୍ରୀ ଅନନ୍ୟା ପାଣ୍ଡେ ନିଜର ୨୧ତମ ଜନ୍ମ ବାର୍ଷିକ ପାଳନ କଲେ, ଏହି କାରଣ ରୁ ଅନନ୍ୟା ପାଣ୍ଡେ ଏବଂ କାର୍ତ୍ତିକ ଅର୍ଯ୍ୟନ ଏକା ସହିତ ନଜର ଆସିଥିଲେ ଏବଂ ରାତ୍ର ଭୋଜନରେ ଯାଇଥିଲେ ବୋଲି ଜଣା ଯାଇଅଛି.
ଏହି ଦିନଟିକୁ ଅନନ୍ୟା ପାଣ୍ଡେ ବହୁତ ମଜା ର ସହିତ ପାଳନ କଲେ.ସୋସିଆଲ ମିଡ଼ିଆର ଏ ଅନନ୍ୟା ପାଣ୍ଡେ ଙ୍କୁ ବହୁତ ବହୁତ ଶୁଭ କାମନା ମିଳିଥିଲା ଏବଂ ଅନନ୍ୟା ପାଣ୍ଡେ ଆଉ କାର୍ତ୍ତିକ ଅର୍ଯ୍ୟନ ଙ୍କ ଭିତରେ କିଛି ଚାଲିଛି ବୋଲି ସବୁଆଡେ ଏହି ଖବର ବ୍ୟାପିଯାଇଥିଲା.ଏମିତ ବି ହୋଇଥିଲା ଯେ ଅନନ୍ୟା ପାଣ୍ଡେ ଏବଂ କାର୍ତ୍ତିକ ଅର୍ଯ୍ୟନ ରାତିର ଭୋଜନ ପାଇଁ ଅଲଗା ଅଲଗା ଗାଡି ରେ ଆସୁଥିବାର ନଜର ଆସିଥିଲା ବୋଲି କୁହାଯାଇ ଅଛି.ଯେତେବେଳେ କିଛି ଖବର ପାଇଁ ଲୋକ ମାନେ ପଚରା ଉଚରା କରିଥିଲେ ତେବେ ସେ କିଛି ନକହି ନିଜ ମୋବାଇଲ ଫୋନ ରେ ବ୍ୟସ୍ତ ରହିଥିଲେ ବୋଲି ଜଣା ପଡିଛି ଏବଂ ସେ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିବାର ନଜର ଆସିଥିଲେ.ଆଉ ଏପଟେ କାର୍ତ୍ତିକ ଆର୍ଯ୍ୟନ ଏକ ବ୍ଲୁ କଲର ର ସାର୍ଟ ପିନ୍ଧିଥିବାର ନଜର ଆସିଥିଲେ.

ଏହି ଦିନ ମାନ ଙ୍କରେ କାର୍ତ୍ତିକ ଅର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେ ଏକା ସହିତ କାମ କରୁଥିବାର ନଜର ଆସୁଛନ୍ତି ଯାହା କି ତାଙ୍କ ଫିଲ୍ମ ‘ପତି ଔର ପତ୍ନୀ ଔର ଵୋ’,ଫିଲ୍ମ ର ଲିଡ଼ ରୋଲରେ ଭୂମି ପେଣ୍ଡେକର ନଜର ଆସିବେ ବୋଲି ଜଣା ପଡିଛି.ଆଗରୁ ଏହି ବିଷୟରେ କିଛି ବି ଚାଲିନଥିଲା,ଏବଂ କାର୍ତ୍ତିକ ଆର୍ଯ୍ୟନ ଏବଂ ଅନନ୍ୟା ପାଣ୍ଡେ ଙ୍କ ଭିତରେ ଏବେ ବହୁତ କିଛି ଚାଲିଛି ବୋଲି ଲୋକମାନେ ଭାବୁଛନ୍ତି ତାଙ୍କର ରାତ୍ର ଭୋଜନ ହଉ କି ଆଉ କିଛି ଏହି ଦିନ ଠାରୁ ସମସ୍ତଙ୍କ ଡାଉଟ ବଢ଼ିବାରେ ଲାଗିଛି ଏବଂ ଏହାକୁ ନେଇ ଯେତେବେଳେ କାର୍ତ୍ତିକ ଅର୍ଯ୍ୟନ ଙ୍କୁ କିଛି ପଚରା ଗଲା ସେ ଚୁପ ଚାପ ରହିଲେ କିଛି ନ କହି,ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା.