ବଡ଼ ପରଦା ଉପରେ ଶେହେଁଶାହ ର ରୋଲ କରୁଥିବା ଅମିତଭ ବଚନ ଅସଲି ଜୀବନ ରେ ବି ବଲିଉଡ ର କିଙ୍ଗ। ଆଜି ତାଙ୍କର ବୟସ ୭୬ ମାତ୍ର ସେ ପରଦା ରେ ବହୁତ ବଡ଼ ଆଉ ମହତ୍ୱ ପୂର୍ଣ୍ଣ ରୋଲ କରନ୍ତି। ଏହା ଅମିତାଭ ଙ୍କର ଟ୍ୟାଲେଣ୍ଟ ହି ଯାହା କି ତାଙ୍କୁ ସଭିଙ୍କ ର ଫେଭରେଟ ବନେଇଛି। ତାଙ୍କ ଯୋଗୁଁ ତାଙ୍କ ପରିବାର ବହୁତ ସମୟ ରେ ଚର୍ଚା ରେ ରହି ଥାଏ। ଅମିତାଭ ଏକ ଏତେ ବଡ଼ ନାମ ଯାହା ଆଗରେ କି କେହି ବି ଅଭିନେତା ବା ଅଭିନେତ୍ରୀ ଙ୍କର ଜୀବନ ବହୁତ ଫିକା ଦେଖାଯାଏ। ତାଙ୍କ ପୁଅ ଅଭିଷେକ ବଚନ ଙ୍କ ଜୀବନ ବି ଅମିତାଭ ଙ୍କ ଜୀବନ ଆଗରେ ଫିକା ପଡ଼ିଯାଏ। ଆଜି ଅମିତାଭ ତାଙ୍କ ପୁତ୍ର ଅଭିଷେକ ଙ୍କ ଠାରୁ ବି ଅଧିକ ସିନେମା ରେ ଆକ୍ଟିଭ ରହୁଛନ୍ତି। ସେଇ ସମୟରେ ତାଙ୍କ ଝିଅ ଶ୍ଵେତା ବଚନ ସବୁବେଳେ ଫିଲ୍ମ ଦୁନିଆ ରୁ ନିଜକୁ ଦୁରେଇ ରଖିଛନ୍ତି। ସେ ମିଡ଼ିଆ ର ଲାଇମ ଲାଇଟ ରୁ ବି ସର୍ବଦା ଦୂରରେ ରହି ଆସିଛନ୍ତି ।

ସେମିତି ରେ ତ ଯାହା ର ପରିବାର ଫିଲ୍ମ ସହ ଯୋଡି ହୋଇଛି ସେଭଳି ପିଲା ମାନେ ଏହି ଦ୍ୱାରା ପ୍ରଭାବିତ ହୁଅନ୍ତି ଆଉ ସେଇ ଫିଲ୍ମ ଲାଇନ ରେ ନିଜର କ୍ୟାରିଅର ବନେଇବାକୁ ଚେଷ୍ଟା କରନ୍ତି। ଆଉ ଯେତେବେଳେ ପିତା ଅମିତାଭ ବଚନ ଭଳି ମହାନାୟକ ସେତେବେଳେ ଆପଣଙ୍କୁ କେଉଁ ଫିଲ୍ମ ରେ ବଡ଼ ରୋଲ ମିଳିବାରେ ଅସୁବିଧା ହେଇ ନଥାଏ। ସେ ସତ୍ୱେ ଶ୍ଵେତା କେବେ ବି ଆକ୍ଟିଂଗ ଲାଇନ ରେ କ୍ୟାରିଅର ବନେଇ ବାକୁ ଚେଷ୍ଟା କରି ନାହାନ୍ତି। ବରଂ ପିତା ଅମିତାଭ ଆମ ସାଧାରଣ ଭାରତୀୟ ପରିବାର ପରି ଶ୍ଵେତା ଙ୍କ ବାହାଘର ବହୁତ କମ ବୟସରୁ ହି କରି ଦେଇଛନ୍ତି। ଥରେ ଭାବନ୍ତୁ ବଲିଉଡ ଏକ ଏମିତି ସ୍ଥାନ ଯେଉଁଠି ସମସ୍ତ ଅଭିନେତା ଆଉ ଅଭିନେତ୍ରୀ ବହୁତ ଡେରି ରେ ବିବାହ କରନ୍ତି। ସେଇ ସମୟରେ ଅମିତାଭ ଙ୍କ ପାଖରେ ତ ନାମ , ଟଙ୍କା ଆଉ ସବୁ କିଛି ଥିଲା। ସେ ଚାହିଁଥାନ୍ତେ ତ ତାଙ୍କ ଝିଅ ର ବିବାହ କେବେ ବି କରେଇ ପାରିଥାନ୍ତେ। ଆଉ ଟାଙ୍କ ଝିଅ କୁ ବାହ ହେବାକୁ ପୁଅଙ୍କର ଲାଇନ ଲାଗିଥାନ୍ତା। କିନ୍ତୁ ଏ ସତ୍ୱେ ସେ ନିଜ ଝିଅ ର ବିବାହ ବହୁତ କମ ବୟସରୁ ହି କରି ଦେଲେ।
ଶୁଣିବାକୁ ମିଳେ କି ଶ୍ଵେତା ଙ୍କର ବିବାହ ପୂର୍ବରୁ ବିଜିନେସ ମ୍ୟାନ ନିଖିଲ ନନ୍ଦା ଙ୍କ ସହ ଲଭ ଆଫେୟର ଥିଲା। ଏହା ମଧ୍ୟ ଶୁଣିବାକୁ ମିଳେ କି ଶ୍ଵେତା ବିବାହ ପୂର୍ବରୁ ହି ଗର୍ଭବତୀ ଥିଲେ। ସେଥିପାଇଁ ଅମିତାଭ ନିଜ ଝିଅ ର ବିବାହ ଏତେ କମ ବୟସରୁ ହି କରେଇ ଦେଲେ। ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଶ୍ଵେତା ମାତ୍ର ୨୩ ବର୍ଷ ବୟସରେ ହି ଗୋଟେ ପିଲା କୁ ଜନ୍ମ ଦେଇଥିଲେ।