No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ମନୋରଞ୍ଜନ

କେବିସି-୨୫ ଲକ୍ଷ୍ୟ ର ପ୍ରଶ୍ନରେ ସୋ ଛାଡିଥିବା ପ୍ରତିଯୋଗୀ ‘କମ୍ପ୍ୟୁଟର ଜି ଙ୍କ ଉପରେ ରାଗ ଚିଡିଲେ ,ଜାଣନ୍ତୁ ସେ କଣ କହିଲେ

khabaradmin by khabaradmin
November 5, 2019
in ମନୋରଞ୍ଜନ
0
kbc2
5
SHARES
47
VIEWS
Share on FacebookShare on Twitter

ସୋନି ଚାନେଲରେ ପ୍ରସାରିତ ହେଉଥିବା ହିଟ ଗେମ ସୋ କୋନ ବନେଗା କରୋଡ଼ପତି ର ୧୧ତମ ସିଜନ ରେ ଏକ ପ୍ରତିଯୋଗୀ ଆସି ରକମ ଜିତୁଛି ଏବଂ ଏହି ଗେମ ସୋ ପୁରା ଚର୍ଚ୍ଚାର ରେ ଚାଲିଥାଏ,ଏଠି ଲୋକମାନେ କୋରଡ଼ପତି ହେବାର ମଧ୍ୟ ଚାନ୍ସ ଥାଏ,ବିଶେଷ ସୂତ୍ରରୁ ଜଣା ପଡିଛି ଯେ ଏହି ଗେମ ସୋ ରେ ବସିଥିବା ପ୍ରତିଯୋଗୀ ହେଉଛନ୍ତି ନୋଏଡାର ଭବେଶ ଜ୍ଞା ଯିଏକି ଏହି ଗେମ ସୋ ରେ ୧୨.୫୦ଲକ୍ଷ୍ୟ ଟଙ୍କା ଜିତିଛନ୍ତି.

ଏହି ସୋ ରେ ଭବେଶ ୧୨.୫୦ଲକ୍ଷ୍ୟ ଟଙ୍କା ଜିତି ସାରିବା ପରେ ତାଙ୍କ ସମ୍ନାରେ ୨୫ଲକ୍ଷ୍ୟ ଟଙ୍କାର ପ୍ରଶ୍ନ ଆସିଥିଲା ଏବଂ ଯାହାର ଉତ୍ତର ତାଙ୍କ ପାଖରେ ନଥିଲା.ଶେଷରେ ସେ ଏହି ଗେମ ସୋ ରୁ ଓହରି ଗଲେ ଏବଂ ଏହା ପୂର୍ବରୁ ମନେ ଓହରି ଯିବା ପୂର୍ବରୁ ସେ ‘କମ୍ପ୍ୟୁଟରଜି ଙ୍କ ଉପରେ ମଧ୍ୟ ପ୍ରଶ୍ନ ପଚାରିବାର ଲାଗିଲେ ,ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଥିଲା ଏବଂ ଏହି ଗେମ ସୋ ର ହୋସ୍ଟ କରୁଥିବା ଅମିତାଭ ବଚ୍ଚନ ମଧ୍ୟ ହଇରାଣ ହୋଇଗଲେ.

୨୫ଲକ୍ଷ୍ୟ ଟଙ୍କର ଉତ୍ତର ଦେଇ ପାରିନଥିବା ଭବେଶ ଯେକି ଏହି ସୋ ରୁ ଓହରି ଯାଇଥିଲେ ଏବଂ ଯାଉ ଯାଉ ଏହି ପ୍ରଶ୍ନ ପଚାରିଥିଲେ ଯେ କଂମ୍ପୁଟର ଜି ଜାଣେ କେମିତ କେମିତିକା ପ୍ରଶ୍ନ ପଚାରିଦେଉଛନ୍ତି.ତାଙ୍କୁ ଏହି ୨୫ଲକ୍ଷ୍ୟ ପ୍ରଶ୍ନ ରେ ପଚାରାଯାଇଥିଲା କି ଓଜନ ର ହିସାବରେ ସବୁଠାରୁ ବଡ଼ ବିମାନ କିଏ ଅଟେ.ଏହାର ଜବାବ ହେଉଛି ଓଟୋନଭ ଆନ-୨୨୫ ମ୍ୟାରିଆ ଅଟେ।
ମୁଳତଃ:-ବିହାରର ମଧୁବନି ରୁ ଆସିଥିବା ଭବେଶ ଶୋ ର ସମୟରେ ,ଅମିତାଭ ବଚ୍ଚନ ଙ୍କ ସହ ବହୁତ କଥା ବାର୍ତା କଲେ ହେଲେ ଶେଷରେ ପ୍ରଶ୍ନର ଉତ୍ତର ନ ଆସିବାରୁ ସେ କମ୍ପୁଟର ଜି ଙ୍କର ଦୋଷ ଦେଇ ଚାଲି ଯାଇଥିଲେ ବୋଲି କୁହାଯାଇ ଅଛି.ଯାହାର ଉତ୍ତର ତାଙ୍କ ପାଖରେ ନଥିଲା.ଶେଷରେ ସେ ଏହି ଗେମ ସୋ ରୁ ଓହରି ଗଲେ ଏବଂ ତାଙ୍କ ପ୍ରଶ୍ନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇ ଥିଲା ବୋଲି କୁହାଯାଇଛି।

ଭବେଶ ଶୋ ଛାଡିବା ପରେ ୟୁପି ପୋଲିସ ରେ କନେଷ୍ଟବଳ ପଦବୀରେ ଥିବା ନରେନ୍ଦ୍ର କୁମାର ସବୁଠାରୁ କମ ସମୟରେ ପ୍ରଶ୍ନ ର ଉତ୍ତର ଦେଇ ସେହି ଗେମ ସୋ ର ହଟ ସିଟ ରେ ବସିବାର ସୁଯୋଗ ପାଇଥିଲେ। ଏପିସୋଡ଼ ର ସରିବା ସୁଦ୍ଧା ନରେନ୍ଦ୍ର କୁମାର ୧୦ହଜାର ଜିତିଥିଲେ ଏବଂ ଆଗ ଅଧ୍ୟାୟରେ ଖେଳିବାର ସୁଯୋଗ ପାଇଥିଲେ.ସୋ କୁ ଆସୁଥିବା ପ୍ରତିଯୋଗୀ ଅମିତାଭ ବଚ୍ଚନ ଙ୍କ ସହ ବହୁତ ପରିମାଣରେ କଥା ବାର୍ତା ହୋଇଥାନ୍ତି,ଯାହା ସୋ କୁ ଆହୁରି ରୋମାଞ୍ଚକ କରିଦେଇ ଥାଏ.ତାଙ୍କର ଏହି ଅନ୍ଦାଜ଼ ରେ ଗେମ ଖେଳିବାକୁ ଅସୁଥିବା ଲୋକ ଏବଂ ହତ ସିଟ ରେ ବସୁଥିବା ଲୋକ ମଧ୍ୟ ବହୁତ ମାତ୍ରାରେ ଖୁସି ଅନୁଭବ କରିଥାନ୍ତି.

khabaradmin

See author's posts

Previous Post

ଅମିତାଭ ନିଜ ଝିଅ ଶ୍ଵେତା ର ବାହାଘର ବହୁତ କମ ବୟସ ରେ କରିଦେଇଥିଲେ । ଏବେ ସାମ୍ନାକୁ ଆସିଲା ଅସଲି କାରଣ।

Next Post

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

khabaradmin

khabaradmin

Next Post
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

kannauj-news

ଲକଡାଉନରେ ନମାଜ ପଢିବା ପାଇଁ ଏକାଠି ହେଲେ ଲୋକେ, ରୋକିବା ପରେ ପୁଲିସ ଉପରକୁ କଲେ ଆକ୍ରମଣ

April 4, 2020
chanykya

ନିଜର ଏହି କଥା ନିଜ ସ୍ତ୍ରୀ ଙ୍କୁ ଭୁଲରେ ମଧ୍ୟ କହିବା ଉଚିତ ନୁହେଁ,ଭାଙ୍ଗିଯାଏ ସମ୍ପର୍କ ; ଚାଣକ୍ୟ ନୀତି

October 19, 2020
ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

June 9, 2020
BCCI-ANNOUNCE-PLAYER-LIST-FOR-AUSTRALIA-TOUR

ଅଷ୍ଟ୍ରେଲିଆ ଗସ୍ତ ରେ ଭାରତୀୟ କ୍ରିକେଟ ଦଳ ଘୋଷଣା , ବାଦ ପଡ଼ିଲେ ଓପ୍ନର ରୋହିତ ଶର୍ମା

October 27, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In