No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ସ୍ୱପ୍ନ ରେ ଦେଖିଥିବା ଏହି ୫ଟି ଜିନିଷ ଦେଇଥାଏ ,ମୃତ୍ୟୁର ସଙ୍କେତ

ସ୍ୱପ୍ନ ରେ ଦେଖିଥିବା ଏହି ୫ଟି ଜିନିଷ ଦେଇଥାଏ ,ମୃତ୍ୟୁର ସଙ୍କେତ

khabaradmin by khabaradmin
November 5, 2019
in ନ୍ୟୁଜ୍
0
dream
7
SHARES
40
VIEWS
Share on FacebookShare on Twitter

ମୃତ୍ୟୁ ଏକ ଏପରି ସତ ଯାହାକୁ ସଂସାରରେ କେହି ବି ଅଟକେଇ ପାରିବେନି,ଏହି ସଂସାରରେ ଏଭଳି କେହି ବ୍ୟକ୍ତି ନାହିଁ ଯେ ମୃତ୍ୟୁ ହାତ ରୁ ନିଜକୁ ନିଜେ ବଞ୍ଚେଇପାରିବ,ଏମିତି କେହି ବି ନାହାନ୍ତି.ଏମିତି କୁହାଯାଇ ଅଛି ମୃତ୍ୟୁ ଆସିବା ବେଳେ ମଣିଷ ପାଖରେ କିଛି କିଛି ସଙ୍କେତ ମାନ ଦେଖାଦେଇ ଥାଏ,ସେଥିପାଇଁ ଏହା ମଧ୍ୟ କୁହାଯାଏ ଯେ ମୃତ୍ୟୁ କେତେବେଳେ ବି ଆସି ଯାଇପାରେ।ଏମିତ କିଛି ଅଛି ଯେ କିଛି ନା କିଛି ସଙ୍କେତ ନିଶ୍ଚିତ ଭାବେ ମୃତ୍ୟୁ ହେବ ପୂର୍ବରୁ ନିଶ୍ଚୟ ଭାବେ ଆସିଥାଏ.ଏମିତ ହୋଇପାରେ କି ସ୍ବପ୍ନ ମାଧ୍ୟମରେ କି ନିଜ ଆଖ ପାଖ ରେ ଘଟୁଥିବା ଜିନିଷ ହେଉ,ସଙ୍କେତ ତ ନିଶ୍ଚିତ ରୂପେ ଆସିଥାଏ.ତେବେ ଆଜି ଆମେ ଏହି ୫ଟି ସଂକେତ ବିଷୟରେ ଜାଣିବା ଯାହା ମୃତ୍ୟୁର ସଂକେତ ଦେଇଥାଏ.

୧.ଯଦି ଏମିତି ହେଲା ଆପଣଙ୍କ ସ୍ୱପ୍ନରେ
ସ୍ୱପ୍ନରେ ଢୋଲେ ଦେଖାଯିବା ଠିକ ବୋଲି ମନାଯାଏ ନାହିଁ.ଏମିତ ଦେଖା ଦେଇଥିବା ବ୍ୟକ୍ତି କୁ କିମ୍ବା ତାର ଆଖ ପାଖରେ ଥିବା ବ୍ୟକ୍ତିକୁ ମାନସିକ ତନାଵ ଆସିଥାଏ.ସେହି ସ୍ୱପ୍ନରେ କାହାର ମୁଣ୍ଡନ ହେଇଥିବା ଯଦି ଦେଖା ଯାଏ ତେବେ ମଧ୍ୟ ଏହା ଭଲ ନୁହେଁ ଏବଂ ଏହାକୁ ଠିକ ବୋଲି ମନା ଯାଏନାହିଁ.ଏମିତ ହେଲେ କୁଟୁମ୍ବରେ କାହାର ମୃତ୍ୟୁର ଖବର ଶୁଣିବାକୁ ମିଳେ ବୋଲି କୁହାଯାଇଅଛି.

୨.ଏମିତି ମହିଳା ଙ୍କୁ ଦେଖିବା
ସ୍ୱପ୍ନରେ ମହିଳାଙ୍କୁ ବିନା କପଡା ରେ ଦେଖିବା ଅଶୁଭ ବୋଲି ମନା ଯାଇଥାଏ.ସ୍ୱପ୍ନରେ ନିବସ୍ତ୍ର ସ୍ତ୍ରୀ ସହିତ ସମ୍ବନ୍ଧ ରଖିବା ଅଶୁଭ ବୋଲି ମନା ଯାଇଥାଏ,ଏହା ଶୁଭ ହୋଇନଥାଏ.

୩.ଏହିପରି ମୃତି ଦେଖିବା
ସ୍ୱପ୍ନରେ ଭଗବାନଙ୍କୁ ଦେଖିବା ବହୁତ ଭାଗ୍ୟଶାଳୀ ମନା ଯାଇଥାଏ,ଏହା ଶୁଭ ହୋଇଥାଏ.ଜୀବନ ସୁଖ ହୋଇଥାଏ.ଭଗବାନଙ୍କ ଛଡା ଅନ୍ୟ କିଛି ନକରାତ୍ମକ ଜିନିଷ ଦେଖିଲେ ଖରାପ ହୋଇଥାଏ ଏବଂ ଏହା ଅଶୁଭ ଅଟେ ବୋଲି କୁହାଯାଇ ଅଛି.

୪.ସ୍ୱପ୍ନରେ ଗଛ ପଡିବା
ସ୍ୱପ୍ନରେ ଅଚାନକ କିଛି ଗଛର ପଡିବା ଦେଖିବା ଅଶୁଭ ହୋଇଥାଏ.ଏହା ସହିତ ନିଜେ ମଧ୍ୟ ଉଞ୍ଚାରୁ ପଡିବା ଦେଖିବା ଏହା ଅଶୁଭ ହୋଇଥାଏ.ଏହା ଦେଖିବା ଦ୍ୱାରା ନିଜର ମୃତ୍ୟୁ ର ସଂକେତ ପାଇବା ମଧ୍ୟ କୁହାଯାଇ ଅଛି.ଏହା ଅଶୁଭ ଘଟଣା ଅଟେ.

୫.କାହାକୁ ସ୍ୱପ୍ନରେ ଦମ ତୋଡୁଥିବାର ଦେଖିବା
ସ୍ବପ୍ନରେ କାହାକୁ ଦମ ତୋଡୁଥିବାର ଦେଖିବା କିମ୍ବା ଦଣ୍ଡାର ସ୍ୱପ୍ନ ଆସିବ ଏହା ମୃତ୍ୟୁର ସଙ୍କେତ ହୋଇଥାଇ ପାରେ.ଏମିତ ମଧ୍ୟ କୁହାଯାଏ କି ଏହି ସ୍ୱପ୍ନ ବହୁତ ଥର କୁ ଥର ଆସିବ ନିଜ କୁଟୁମ୍ବରେ କାହାର ମୃତ୍ୟୁର ସଂକେତ ଦେଇଥାଏ.

ଏହି ସବୁ ଜିନିଷ ଦେଖିବା ଦ୍ୱାରା କୁହାଯାଇ ଅଛି ଯେ ଏହା ମୃତ୍ୟୁର ସଙ୍କେତ ମାନ ହୋଇଥାଏ.ତେବେ ଏହି ୫ଟି ଜିନିଷ ଯାହା ଆପଣଙ୍କୁ ସବୁବେଳେ ଜଗି ରଖି ଚାଲିବାକୁ ହେବ ବୋଲି କୁହାଯାଇ ଅଛି.

khabaradmin

See author's posts

Previous Post

ସାରା ଅଲ୍ଲି ଖାନଙ୍କ ସହ ବ୍ରେକଅପ ପରେ ଏହି ଅଭିନେତ୍ରୀ ଙ୍କ ସହ ଦେଖା ଗଲେ କାର୍ତ୍ତିକ ଆର୍ଯ୍ୟନ.

Next Post

ଅମିତାଭ ନିଜ ଝିଅ ଶ୍ଵେତା ର ବାହାଘର ବହୁତ କମ ବୟସ ରେ କରିଦେଇଥିଲେ । ଏବେ ସାମ୍ନାକୁ ଆସିଲା ଅସଲି କାରଣ।

khabaradmin

khabaradmin

Next Post
ଅମିତାଭ ନିଜ ଝିଅ ଶ୍ଵେତା ର ବାହାଘର ବହୁତ କମ ବୟସ ରେ କରିଦେଇଥିଲେ । ଏବେ ସାମ୍ନାକୁ ଆସିଲା ଅସଲି କାରଣ।

ଅମିତାଭ ନିଜ ଝିଅ ଶ୍ଵେତା ର ବାହାଘର ବହୁତ କମ ବୟସ ରେ କରିଦେଇଥିଲେ । ଏବେ ସାମ୍ନାକୁ ଆସିଲା ଅସଲି କାରଣ।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

kannauj-news

ଲକଡାଉନରେ ନମାଜ ପଢିବା ପାଇଁ ଏକାଠି ହେଲେ ଲୋକେ, ରୋକିବା ପରେ ପୁଲିସ ଉପରକୁ କଲେ ଆକ୍ରମଣ

April 4, 2020
ଶ୍ରାବଣ ମାସର ସୋମବାର ଶୈବ ପିଠ ର ମହତ୍ୱ ବଢ଼ାଇଛି ନା ଅଳିଆ, ଆବର୍ଜନା ସୃଷ୍ଟି କରିଛି

ଶ୍ରାବଣ ମାସର ସୋମବାର ଶୈବ ପିଠ ର ମହତ୍ୱ ବଢ଼ାଇଛି ନା ଅଳିଆ, ଆବର୍ଜନା ସୃଷ୍ଟି କରିଛି

July 30, 2019
kajal-agarwal-gautam-kitchlu

ବ୍ୟବସାୟୀ ଗୌତମ କୀଚଲୁ ଙ୍କୁ ବିବାହ କରିବାକୁ ଯାଉଛନ୍ତି ଦକ୍ଷିଣ ସୁନ୍ଦରୀ କାଜଲ ଅଗ୍ରୱାଲ

October 17, 2020
Odisha Prohibits ‘Kartika Purnima’ Celebration This Year

କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ

November 28, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In