No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ଚୋର ମାନେ କାରବାରୀ ଘରୁ ୬୦ ଲକ୍ଷ ର ଜିନିଷ ଚୋରି କଲେ ଆଉ ଆଇନା ଉପରେ ଲେଖିଲେ କି “ଭାଉଜ ବହୁତ ସୁନ୍ଦର”।

khabaradmin by khabaradmin
November 7, 2019
in ନ୍ୟୁଜ୍
0
ଚୋର ମାନେ କାରବାରୀ ଘରୁ ୬୦ ଲକ୍ଷ ର ଜିନିଷ ଚୋରି କଲେ ଆଉ ଆଇନା ଉପରେ ଲେଖିଲେ କି “ଭାଉଜ ବହୁତ ସୁନ୍ଦର”।
5
SHARES
58
VIEWS
Share on FacebookShare on Twitter

ଆଜି କାଲି ଦେଶ ରେ ଡକାୟତି ଏତେ ବଢି ଯାଇଛି କି ଲୋକଙ୍କୁ ନିଜ ଘରୁ ବି ବାହାରିବାକୁ ଡର ଲାଗୁଛି। କିନ୍ତୁ ମଣିଷ କେତେ ଯାଏ ଘରେ ରହି ପାରିବ। କିଛି ନା କିଛି କାମ ରେ ତ ତାକୁ ବାହାରୁ ଯିବାକୁ ହିଁ ହବ। ଏମିତି ରେ ଯଦି ସେ ବାହାରକୁ ଯାଏ ତ ଚୋର ମାନେ ନଜର ଲାଗେଇକି ରଖିଥାନ୍ତି କି କେତେବେଳେ ଯିବେ ଆଉ ଚୋରି କରିବେ। ଏମିତି ହି ଘଟଣା ବିହାର ର ରାଜଧାନୀ ପାଟଣା ଠାରେ ହେଇଚି। ସେଠାରେ ଚୋର ମାନେ ଗୋଟେ କାରବାରି ଘରୁ ୬୦ ଲକ୍ଷ ଟଙ୍କା ଚୋରି କରିନେଲେ ଆଉ ଗୋଟେ ଅଜୀବ କାମ କରିକି ଚାଲି ଗଲେ।


ପାଟଣା ର ହନୁମାନ ନଗର ରେ ପାଖା ପାଖି ୫ କି ୬ ଜଣ ଚୋର ଗୋଟେ କାରବାରି ର ଘରୁ ୬୦ ଲକ୍ଷ ଟଙ୍କା ର ଜିନିଷ ଚୋରି କଲେ। ଏଇ ଘଟଣା ରବିବାର ଦିନ ଡେରି ରାତି ରେ ହେଲା ଯେତେବେଳେ କି ପ୍ରବୀଣ କୁମାର ଯିଏ କି ଜଣେ ବେପାରୀ ତାଙ୍କ ପରିବାର ସହ କୁଆଡେ ବାହାରକୁ ଯାଇଥିଲେ। ଚୋର ମାନେ ପ୍ରବୀଣ କୁମାର ଙ୍କୁ ଏଇଥି ପାଇଁ ଟାର୍ଗେଟ ବନେଇଲେ କାହିଁଙ୍କି ନା ସେମାନେ ପ୍ରବୀଣ ଙ୍କ ଉପରେ ବହୁତ ଦିନ ରୁ ନଜର ରଖିଥିଲେ। ଚୋରି କରି ସାରିବା ପରେ ସେମାନେ ଡ୍ରେସିଂ ଟେବୁଲ ଉପରେ ଥିବା ଆଇନା ରେ ଲିପଷ୍ଟିକ ରେ ଲେଖିଲେ କି ” ଭାଉଜ ବହୁତ ସୁନ୍ଦର” ଆଉ ତା ସହ ଭାଇ ଙ୍କ ପାଇଁ ଅପଶବ୍ଦ ବି ଲେଖି ଥିଲେ। ଏହି ଘଟଣା ସମୟରେ ଘର ମାଲିକ ବାହାରେ ଯାଇ ଥିଲେ।


ଦୁନିଆ ରେ ସବୁ ମଣିଷ କୁ ସତର୍କ ରହିବା କଥା କାରଣ ଏହି ଦୁନିଆ ରେ କାହାର କିଛି ଭରସା ନାହିଁ। ଯଦି ଆପଣ କୁଆଡେ ବାହାରକୁ ବି ଯାଉଛନ୍ତି ତ ନିଜ ଘର କୁ ଭଲ ଭାବରେ ପ୍ରୋଟେକ୍ଟ କରିକି ଯାଆନ୍ତୁ। କାରଣ ଯେଉଁ ପଇସା କୁ କମେଇ ବାରେ ଆପଣଙ୍କୁ ଏତେ ବର୍ଷ ଲାଗିଗଲା ସେଇ ପଇସା କୁ ଉଡେଇ ବାକୁ ଚୋର ମାନଙ୍କୁ ଗୋଟେ ମିନିଟ ବି ଲାଗି ବନି। ଏମିତି ରେ ତ ଲୋକଙ୍କୁ ନିଜ ପୁରା ପରିବାର ସହ ଘର ଛାଡିକି ଯିବା ଉଚିତ ନୁହଁ ଆଉ ଯଦି କିଏ ସେମିତି କରୁଛି ତ ସତର୍କ ରହିବା ନିହାତି ଜରୁରୀ। କାହିଁକି ନା ଏହା ଆପଣଙ୍କ ଘର ଆଉ ପରିବାର ର ସୁରକ୍ଷା ର କଥା। ଅସୁରକ୍ଷିତ କଲେ ନିଜେ ବହୁତ ହଇରାଣ ହେବେ।


ଆଜି ସେ ଲୋକ ହଇରାଣ ହେଲା କାଲି ଆହୁରି କେତେ ଲୋକ ହଇରାଣ ହେବେ। ଆଜି ତାଙ୍କ ପରିବାର ଉଜୁଡି ଗଲା କାଲି ଆହୁରି କେତେ ଲୋକଙ୍କ ପରିବାର ଉଜୁଡି ଯିବ । ସାବଧାନ ରୁହନ୍ତୁ ଆଉ ସତର୍କ ରୁହନ୍ତୁ।

khabaradmin

See author's posts

Previous Post

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

Next Post

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

khabaradmin

khabaradmin

Next Post
Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

Bollywood

ଦୁଇଟି ମିଡ଼ିଆ ଚ୍ୟାନେଲ ନାମରେ ମାନହାନି ମକଦମା କଲେ ସାରୁଖ ସଲମାନ ଏବଂ ଅମୀର ଖାନ

October 16, 2020
ଜମ୍ମୁ-କଶ୍ମୀରରେ ଉରି ଠୁ ବଡ ଧରଣ ଆତଙ୍କୀ ହମଲା ୨୦ ଜଣ ଜବାନ ସହୀଦ | ୪୫ ଗୁରୁତର ଆହତ

ଜମ୍ମୁ-କଶ୍ମୀରରେ ଉରି ଠୁ ବଡ ଧରଣ ଆତଙ୍କୀ ହମଲା ୨୦ ଜଣ ଜବାନ ସହୀଦ | ୪୫ ଗୁରୁତର ଆହତ

February 14, 2019
virender-sehwag

ନିଜ ପରିଚାଳିତ ସ୍କୁଲରେ ପୁଲୱାମା ସହିଦଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ପ୍ରସ୍ତାବ ଦେଲେ କ୍ରିକେଟର ବୀରେନ୍ଦ୍ର ସେହୱାଗ୍

February 16, 2019
MO-BUS-BHUBANESWAR

ଆଜିଠାରୁ ଗଡ଼ିବ ‘ମୋ ବସ୍’

May 26, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In