No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home Uncategorized

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

khabaradmin by khabaradmin
November 7, 2019
in Uncategorized
0
Stambheshwar-Mahadev
8
SHARES
167
VIEWS
Share on FacebookShare on Twitter

ଆମ ଦେଶ ରେ ଦେବୀ ଦେବତା ଙ୍କର ବହୁତ ମାନ୍ୟତା ଥାଏ। ସେମାନଙ୍କର ଅସ୍ତିତ୍ୱ ବି ବହୁତ ପୁରାତନ ଯୁଗ ରୁ ବନା ଯାଇଛି। ଭାରତ ରେ ଯେତେ ବି ମନ୍ଦିର ଅଛି ସେ ସବୁ ର କିଛି ନ କିଛି ବିଶେଷ କଥା ନିଶ୍ଚୟ ଅଛି । ଦେଶ ରେ ପ୍ରାଚୀନ କାଳ ରୁ ହି ବହୁତ ସିଧ ମନ୍ଦିର ଅଛି ଯେମିତି କି ବୈଷ୍ଣ ଦେବୀ, କେଦାର ନାଥ ଆଉ ଏମିତି ବହୁତ ମଦିର। ଏହି ମନ୍ଦିର ମାନଙ୍କର ବହୁତ ପୁରାତନ ସତ୍ତା ଆଜି ବି ଲୋକଙ୍କ ବିଶ୍ୱାସ କୁ ଅତୁଟ କରୁଛି ।

ଏହି ସମସ୍ତ ମନ୍ଦିର ବାବଦରେ ତା ଲୋକ ବହୁତ ଆଗରୁ ଜାଣିଛନ୍ତି କିନ୍ତୁ କଣ ଆପଣ ଜାଣିଛନ୍ତି କି ଭାରତ ରେ ଏମିତି ବି ଗୋଟେ ମନ୍ଦିର ଅଛି ଯାହା କି ଦିନ ରେ ଦୁଇ ଥର ସମୁଦ୍ର ପାଣି ରେ ବୁଡି ଯାଏ ? ଯଦି ନା ତାହେଲେ ଆଜି ଅପଣ ମାନଙ୍କୁ ଆମେ ସେମିତି ଗୋଟେ ମନ୍ଦିର ବାବଦରେ କହିବାକୁ ଯାଉଛୁ। ଏହି ମନ୍ଦିର ଦିନ ରେ ଦୁଇ ଥର ସମୁଦ୍ର ପାଣି ରେ ବୁଡିଯାଏ । ଏହି ମନ୍ଦିର ବାବଦରେ ଜାଣିବା ପରେ ଆପଣ ମାନେ ନିଶ୍ଚୟ ସେଠାକୁ ଯିବାକୁ ଚାହିଁବେ । ଏହି ମନ୍ଦିର ନିଜେ ନିଜେ ହି ସମୁଦ୍ର ର ଲହରୀ ରେ ଗାୟବ ହୋଇଯାଏ। ଏହି ମନ୍ଦିର ଦିନ ରେ ଦୁଇ ଥର ପାଣି ରେ ବୁଡିଯାଏ ଆଉ ତା ପରେ ନିଜେ ନିଜେ ବାହାରକୁ ଆସିଯାଏ। ଗୁଜୁରାଟ ରାଜ୍ୟ ରେ ସ୍ଥିତ ଭଗବାନ ଶିବ ଙ୍କ ଏହି ମଂଦିର ଭାଗବାନ ରାମେଶ୍ୱର ଙ୍କ ରୂପ ରେ ଜଣା ଯାଇ ଥାଏ। ତ କଣ ଏହି ମନ୍ଦିର ର ସତ୍ୟତା ଆସନ୍ତୁ ଜାଣିବା।


ଗୁଜୁରାଟ ର ରାମେଶ୍ୱର ମନ୍ଦିର ର ପରିଚୟ ଶିବ ପୁରାଣ ର ରୁଦ୍ର ସଂହିତା ର ଭାଗ-୨ ର ଅଧ୍ୟାୟ ୧୧ ରେ ଲେଖା ଯାଇଛି। ଏହି ମନ୍ଦିର ର ସନ୍ଧାନ ଆଜକୁ ପାଖା ପାଖି ୧୫୦ ବର୍ଷ ପୂର୍ବେ ହେଇ ଥିଲା। ଏହି ମନ୍ଦିର ବରୋଦା ଠାରୁ ୪୦ ମାଇଲ ଦୂରରେ ଅଛି। ଏହା ଆରବ ସାଗର କୁଳ ରେ ତାର କୁଳ ରଞ୍ଜିତ କରୁଛି। ଏହି ମନ୍ଦିର ଭିତରେ ଥିବା ଶିବ ଲିଙ୍ଗ ପାଖା ପାଖି ୪ ଫୁଟ ଉଚ ଆଉ ୨ ଫୁଟ ଚଉଡ଼ା।

ଏହି ମନ୍ଦିର ରେ ଶିବ ଲିଙ୍ଗ ର ଦର୍ଶନ ଦିନ ରେ ଦୁଇ ଥର ହେଇ ଥାଏ ବାକି ସମୟ ଏହା ଗାୟବ ରହିଥାଏ। ସମୁଦ୍ର ଭିତରକୁ ଦିନ ରେ ଦୁଇ ଥର ଜୁଆର ଆସେ ଆଉ ଏହି ମନ୍ଦିର ଭିତରେ ପାଣି ପଶି ଯାଏ ଆଉ ମନ୍ଦିର ଭିତରେ ଶିବ ଲିଙ୍ଗ ଦେଖା ଯାଏ ନାହିଁ। ଜୁଆର ସମୟରେ ମନ୍ଦିର ପୁରା ପୁରୀ ଜଳ ମଗ୍ନ ହେଇ ଯାଏ ଆଉ ଲିଙ୍ଗ ଦେଖା ଯାଏ ନାହିଁ। ଏହି ସମୟରେ ସେଠାକୁ କାହାର ବି ଯିବାର ଅନୁମତି ନଥାଏ । ଜୁଆର ଛାଡିଲା ପରେ ହି ସେଠାରେ ଲିଙ୍ଗ ଦେଖା ଯାଏ। ଏଠାକୁ ଦର୍ଶନ କରିବାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କ ଉପରେ ଖାସ ପ୍ରକାର ର ବର୍ଚ୍ଚ ବନ୍ଧା ଯାଏ। ଏହି ବର୍ଚ୍ଛା ରେ ଜୁଆର ଆଉ ଭଟା ର ସମୟ ଲେଖା ଯାଇଥାଏ।ଏହି ମନ୍ଦିର ରେ ସ୍ଥିତ ଶିବ ଲିଙ୍ଗ ଆଜି ଯାଏ ନିଜର ପାପ ର ପ୍ରାୟଶ୍ଚିତ କରୁଛି ସେଥିପାଇଁ ଏମିତି ବୁଡି ଯାଉଛି ଏବଂ ଉଠିଯାଉଛି।

khabaradmin

See author's posts

Previous Post

ଚୋର ମାନେ କାରବାରୀ ଘରୁ ୬୦ ଲକ୍ଷ ର ଜିନିଷ ଚୋରି କଲେ ଆଉ ଆଇନା ଉପରେ ଲେଖିଲେ କି "ଭାଉଜ ବହୁତ ସୁନ୍ଦର"।

Next Post

ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର

khabaradmin

khabaradmin

Next Post
ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର

ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
new-bank-rules

ପହିଲା ଜୁଲାଇ ରୁ ସାରା ଦେଶରେ ଲାଗୁ ହେବ ବ୍ୟାଙ୍କ ପାଇଁ ଏହି ନୂଆ ନିୟମ, ଜାଣି ନିଅନ୍ତୁ ନହଲେ ହେବ ଅସୁବିଧା।

June 30, 2020

EDITOR'S PICK

France-helps-india

ରୁଷିଆ ଓ ଇଜରାଇ ପରେ ଭାରତକୁ ସାହାର୍ଯ୍ୟ କଲା ଫ୍ରାନ୍ସ ।

July 2, 2020
Bharati-Singh.2

ଗଞ୍ଜେଇ ମିଳିବା ଏବଂ ନେବା ଅଭିଯୋଗରେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଗିରଫ

November 23, 2020
ରୂପି ସମସ୍ୟା ରୁ କିପରି ମୁକ୍ତି ପାଇବେ ଜାଣନ୍ତୁ। ଘନା କଳା କେଶ ପାଇଁ ଟିପ୍ସ

ରୂପି ସମସ୍ୟା ରୁ କିପରି ମୁକ୍ତି ପାଇବେ ଜାଣନ୍ତୁ। ଘନା କଳା କେଶ ପାଇଁ ଟିପ୍ସ

June 17, 2020
dream

ସ୍ୱପ୍ନ ରେ ଦେଖିଥିବା ଏହି ୫ଟି ଜିନିଷ ଦେଇଥାଏ ,ମୃତ୍ୟୁର ସଙ୍କେତ

November 5, 2019

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In