No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ନ୍ୟୁଜ୍

ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର

khabaradmin by khabaradmin
November 7, 2019
in ନ୍ୟୁଜ୍
0
ହ୍ଵାଇଟ୍‌ ହାଉସ୍‌ ଆସିବ ବଗ୍‌ଦାଦିଙ୍କୁ ହତ୍ୟା ହତ୍ୟା କରିବାରେ ସହାଯ୍ୟ କରିଥିବା କୁକୁର
3
SHARES
24
VIEWS
Share on FacebookShare on Twitter

ଓ୍ଵାସିଂଟନ୍‌: ଆଇଏସ୍‌ଆଇଏସ୍‌ ନେତା ଅବୁ ବକର୍‌-ଅଲ୍‌ ବଗ୍‌ଦାଦିଙ୍କୁ ମୃତ୍ୟୁ ପଥକୁ ବାଟ କଢ଼ାଇ ନେବା ଅଭିଯାନରେ ଆମେରିକୀୟ କମାଣ୍ଡୋମାନଙ୍କୁ ସାହାଯ୍ୟ କରିଥିବା କୁକୁର ଖୁବ୍‌ ଶୀଘ୍ର ହ୍ଵାଇଟ୍‌ ହାଉସ୍‌କୁ ଆସିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି।

ବୁଧବାର ଦିନ ଲୁଇଜିଆନାରେ ଏକ ରାଲିରେ ସମବେତ ହର୍ଷୋତ୍‌ଫୁଲ ଜନତାଙ୍କୁ ସମ୍ବୋଧନ କରି ଟ୍ରମ୍ପ୍‌ କହିଲେ ଶ୍ୱାନ ‘କୋନାନ୍‌’ ହିଁ ‘ସବୁଠୁ ବଡ଼ ବୀର’। ଖୁବ୍‌ ଶୀଘ୍ର ସେ ହ୍ଵାଇଟ୍‌ ହାଉସ୍‌କୁ ଆସିବ। ଗତ ମାସରେ ଉତ୍ତରପଶ୍ଚିମ ସିରିଆରେ ବଗ୍‌ଦାଦିଙ୍କର ଆଡ୍ଡାରେ ଚଢ଼ାଉ ସମୟରେ କୋନାନ୍‌ ଆହତ ହୋଇଥିଲା। ଏବେ ସେ ଚାକିରିକୁ ଫେରିଛି।

ରାଷ୍ଟ୍ରପତି କହିଲେ: ମୁଁ କହିଲି, ଏଇନେ ତାକୁ ଆଣ। ସେମାନେ କହିଲେ, ‘ସେ ଅଭିଯାନରେ ଅଛି।’ ମୁଁ କହିଲି: ଥଟ୍ଟା କରୁଛ। ଚାଲ, ତାକୁ ଦିନେ ଦି’ଦିନ ବିଶ୍ରାମ ଦିଅ।

ଚଢ଼ାଉ ପରେ ପରେ ଉଭୟ ଟ୍ରମ୍ପ୍‌ ଏବଂ ପେଣ୍ଟାଗନ୍‌ ୪ ବର୍ଷୀୟ କୁକୁରଟିର ଫଟୋ ରିଲିଜ୍‌ କରିଥିଲେ। ବଗ୍‌ଦାଦି ବିସ୍ଫୋରଣ କରିବା ପରେ ସୁଡ଼ଙ୍ଗ ଭାଙ୍ଗି ଯିବାରୁ ମୁକୁଳା ପଡ଼ିଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି କୋନାନ୍‌ ଆହତ ହୋଇଥିଲା।

khabaradmin

See author's posts

Previous Post

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

Next Post

ଅଯୋଧ୍ୟା ହେବ ଦେଶର ସବୁଠାରୁ ବଡ଼ ଧର୍ମ ସ୍ଥଳ ,ସରାୟୁ ଉପରେ କ୍ରୁଜ ତିଆରି ହେବ

khabaradmin

khabaradmin

Next Post
ayodha

ଅଯୋଧ୍ୟା ହେବ ଦେଶର ସବୁଠାରୁ ବଡ଼ ଧର୍ମ ସ୍ଥଳ ,ସରାୟୁ ଉପରେ କ୍ରୁଜ ତିଆରି ହେବ

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

ସୋମବାର 99 କୋଭିଡ ରୋଗୀ ଓଡିଶାରେ ସୁସ୍ଥ

ସୋମବାର 99 କୋଭିଡ ରୋଗୀ ଓଡିଶାରେ ସୁସ୍ଥ

June 8, 2020
KKR-Vs-RCB

KKR କୁ ସହଜରେ ହରାଇଲା RCB, ପ୍ଲେ ଅଫ କୁ ଯିବା ନେଇ ଏହି ୩ଟି ଦଳର ସ୍ଥାନ ପକ୍କା

October 22, 2020
What-Are-the-Early-Signs-and-Symptoms-of-Diabetes -2

ଯଦି ଆପଣଙ୍କ ଠାରେ ଦେଖାଯାଉଛି ଏହି ଲକ୍ଷଣ ତେବେ ଆପଣ ହୋଇପାରନ୍ତି ଡାଇବେଟିସ୍ ରେ ପୀଡ଼ିତ

October 19, 2020
Smriti-irani-Tested-positive

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜେଟିଭ, ଟ୍ୱିଟ କରି ଦେଲେ ଏହିପରି ସୂଚନା।

October 29, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In