୯ ନଭେମ୍ବର ରେ ଦେଶର ସବୁଠାରୁ ବଡ଼ ଆଲୋଚନା ଶେଷ ହେଲା.ସୁପ୍ରିମକୋର୍ଟ ରାମଲଲା ର ହକରେ ଫଇସଲା ଶୁଣେଇଲେ।ତିନି ମାସରେ ମନ୍ଦିର ତିଆରି କରିବାର ଆୟୋଜନ ମଧ୍ୟ ୟୁପି ସରକାର ଙ୍କୁ ଦିଆଗଲା ଏବଂ ଏହା ସହିତ ମୁସଲିମ କମିଟି କୁ ଅଯୋଧ୍ୟରେ ହିଁ ପାଞ୍ଚ ଏକର ଜାଗା ଦିଆଯିବ ବୋଲି ଆଦେଶ ଦିଆଗଲା.ଏହି ଫଇସଲା ମୁସଲିମ ଏବଂ ହିନ୍ଦୁ ,ଦୁଇଜଣ ଙ୍କର ପକ୍ଷରେ ଆସିଲା ଏବଂ ଏହି ଖବର ପୁରା ଦୁନିଆ କୁ ମଧ୍ୟ ନଜର ଆସିଲା.ତେବେ ଏବେ କଣ ଅଯୋଧ୍ୟ ହେବ ଦେଶର ସବୁଠାରୁ ବଡ଼ ଧର୍ମ ସ୍ଥଳ??ଏହା ଏକ ବଡ଼ ପ୍ରଶ୍ନ ଅଟେ.
ଅଯୋଧ୍ୟ ନଗର ନିଗମ ଏବେ ନିଜ କ୍ଷେତ୍ର ବିସ୍ତାର କରିବାକୁ ଯାଉଅଛି ଏବଂ ଏଥିପାଇଁ ନଗର ନିଗମର ଶାସନ ଙ୍କୁ ପ୍ରସ୍ତାବ ପଠା ଗଲା ଯେ ୪୧ ରାଜସ୍ବ ଏବେ ଏଥିରେ ସାମିଲ ହେବେ.ସହରର ବିକାଶ ର ସହିତ ଯୋଗୀ ସରକାର ଙ୍କର ଏହା ମଧ୍ୟ କଥା ଯେ ସେଠି ଏକ ଅନରାଷ୍ଟ୍ରୀୟ ବିମାନ ସେବା ମଧ୍ୟ ରଖିବା ପାଇଁ ଯାହାର ସୁବିଧା ବାହାରୁ ଅସୁଥିବ ଭକ୍ତ ମାନଙ୍କୁ ହେଇପାରିବ.ଆଗ ବର୍ଷ ରାମ ନବମୀ ଭିତରେ ଏହାର ଆରମ୍ଭ ହେବ ପ୍ରକ୍ରିୟା ଚାଲିଛି, କୁହାଯାଇ ଅଛି ଯେ ଅଯୋଧ୍ୟରେ ରେଳ ଷ୍ଟେସନ ପାଇଁ ମୋଦି ସରକାର ୧୦୦ ଜାରି କରିଛନ୍ତି ଏବଂ ଏହି ମାମଲା ରେ ଅଯୋଧ୍ୟର ମେୟର ରାକେଶ ଉପାଧୟ କହୁଛନ୍ତି କି ସରକାର ଅଯୋଧ୍ୟକୁ ବଡ଼ ଧରଣ ର ବିକାଶ ପାଇଁ ଚେଷ୍ଟା କରୁଛନ୍ତି.ବହୁତ ବର୍ଷ ପୂର୍ବରୁ ଅର୍ଥାତ ୧୯୮୯ରେ ଭଗବାନ ଶ୍ରୀରାମ ମନ୍ଦିର ର ପାଇଁ ଡିଜାଇନ ପ୍ରସ୍ତୁତ ହୋଇଯାଇଥିଲା ଏବଂ ଏହାର ତିଆରି ଶୋମୋପୁରା କରିଥିଲେ.ସେ ବହୁତ ସମୟ ଅପେକ୍ଷା କରିଥିଲେ ହେଲେ ଶେଷରେ ତାଙ୍କୁ ଏହି ଶୁଣାଣି ବହୁତ ଖୁସି କରିଦେଇଛି.

ବହୁତ ଶିଘ୍ର ଏହାର ପ୍ରାଣାଳୀ ସାରିବାକୁ ଚେଷ୍ଟା ଚାଲିଛି.କିଛି ପ୍ରମୁଖ ଯୋଜନା କଥା କହିବା ତ ଅଯୋଧ୍ୟରେ ଏକ ଆନ୍ତର୍ଜାତିକ ବସ ଟ୍ରାମିନାଲ ତିଆରି ହେବାକୁ ଯାଉଅଛି ଯାହା ୩୦୦୦ ରୁ ୪୦୦୦ ବସ ଚାଲିବାର ଯୋଜନା ଅଛି.ସୁତ୍ର ଅନୁସାରେ ଭଗବାନ ଶ୍ରୀରାମ ଙ୍କର ଜୀବନରେ ଆଧାରିତ ୧୩ କିଲୋମିଟର ଲମ୍ବା କରିଡର ତିଆରି ହେବ ଏବଂ ଯାହାର ସମ୍ପୂର୍ଣ୍ଣ କାର୍ଯ୍ୟ ଭାର ସଂସ୍କୃତି ଏବଂ ପର୍ଯ୍ୟଟନ ଭିଭାଗ କୁ ଦିଆ ଯାଇଛି.ଏପଟେ ବାରଣାସୀ ରେ ଗଙ୍ଗା ନଦୀ ଭଳିଆ ଏଠି ମଧ୍ୟ ସରାୟୁ ନଦୀ ଉପରେ କ୍ରୁଜ ଚାଲିବ ବୋଲି ଜଣାଯାଇଛି. ଏହି କ୍ରୁଜ ଭକ୍ତ ବୃନ୍ଦ ମାନଙ୍କୁ ଅଯୋଧ୍ୟାର ଅଲଗା ଅଲଗା ଜାଗାରେ ବୁଲେଇବ.କେବଳ ଏତିକି ନୁହେଁ ଧର୍ମନଗରୀରେ ଆନ୍ତର୍ଜାତିକ ଫାଇବ ଷ୍ଟାର ହୋଟେଲ ତିଆରି ହେବ.ଯାହା ଫଳରେ ଏହା ବିଦେଶରୁ ଆସୁଥିବା ଭକ୍ତ ମାନଙ୍କୁ ସହାୟକ ହେବ ଏବଂ ସେ ଏଠି ବହୁତ ଭଲରେ ରହି ପାରିବେ.ଏହା ସମସ୍ତଙ୍କ ପାଇଁ ଭଲ ହେବ ଏବଂ ସମସ୍ତେ ସୁବିଧା ରେ ରହି ପାରିବେ.