No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ଓଡିଶା

ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

khabaradmin by khabaradmin
June 9, 2020
in ଓଡିଶା
0
ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ
17
SHARES
62
VIEWS
Share on FacebookShare on Twitter

ଏହି ଚାରୋଟି ରାଶି ହନୁମାଙ୍କର ଅତି ପ୍ରିୟ ଅଟେ

ହନୁମାନ ଙ୍କ ବିଷୟ ରେ କିଏ ନ ଜାଣେ। 70 ପ୍ରତିଶତ ଲୋକ ହନୁମାନଙ୍କୁ ପୁଜା କରନ୍ତି,  ହନୁମାନ ପ୍ରଭୁ ଶ୍ରୀ ରାମଙ୍କର ପରମ ଭକ୍ତ ଥିଲେ। କିଛି ରାଶି ର ଲୋକ ମାନଙ୍କ ଉପରେ ଭଗବାନ ଶ୍ରୀ ହନୁମାନ ଙ୍କର କୃପା ରହିଥାଏ। ହନୁମାନଙ୍କ କୃପା ରାଶି ରହିଲେ ଶରୀର ସୁସ୍ତ ରହିବା ସହିତ ଧନ ପ୍ରାପ୍ତି ମଧ୍ୟ ହୋଇଥାଏ ଏବଂ ଏହି ରାଶି ର ବ୍ୟକ୍ତି ଙ୍କୁ ହନୁମାନ ମଧ୍ୟ ଭଲ ପାଇଥାନ୍ତି।

ପ୍ରଥମ ରାଶି ହେଉଛି ମକର ରାଶି ଏହି ରାଶି ର ବ୍ୟକ୍ତି ହନୁମାନ ଙ୍କ ପ୍ରିୟ ହୋଇଥାନ୍ତି। ଯଦି ଏହି ରାଶି ର ବ୍ୟକ୍ତିମାନେ ବ୍ୟବସାୟ କରୁଥାନ୍ତି ତେବେ ହନୁମାନ ତାଙ୍କୁ ସାହାର୍ଯ୍ୟ କରିଥାନ୍ତି। ଏହି ରାଶିର ବ୍ୟକ୍ତିମାନେ ନୂଆ ନୂଆ କାର୍ଯ୍ୟ କରିବେ ଏବଂ ସଫଳତା ମଧ୍ୟ ପାଇବେ। ନିଜର ଭବିଷ୍ୟତରେ ମଧ୍ୟ ଆଗେଇବେ।

ଦ୍ୱିତୀୟ ରାଶି ହେଉଛି ସିଂହ ରାଶି। ଏହି ରାଶି ହନୁମାନ ଙ୍କର ପ୍ରିୟ ହୋଇଥାନ୍ତି। ହନୁମାନଙ୍କ କୃପାରୁ ଏହି ରାଶିର ବ୍ୟକ୍ତିମାନଙ୍କର କେବେ ଅନିଷ୍ଟ ହୁଏ ନାହିଁ । ଜୀବନ ରେ ସଫଳତା ଆପଣ ଙ୍କୁ ନିଶ୍ଚୟ ମିଳିବ।

ତୃତୀୟ ରାଶି ହେଉଛି ମିଥୁନ ରାଶି। ଏହି ରାଶି ମଧ୍ୟ ହନୁମାନ ଙ୍କ ଅତି ପ୍ରିୟ ରାଶି ହୋଇଥାନ୍ତି। ଏହି ରାଶିଟି ରାମଚନ୍ଦ୍ରଙ୍କ ରାଶି ହୋଇଥିବାରୁ ହନୁମାନଙ୍କର ଅଧିକ କୃପା ଏହି ରାଶିର ବ୍ୟକ୍ତିଙ୍କ ଉପରେ ଥାଏ, ଆପଣ ଯଦି ରାଜନୀତି ରେ ଅଛନ୍ତି ତେବେ ଆପଣ ଙ୍କୁ ସଫଳତା ନିଶ୍ଚୟ ମିଳିବ। ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ। ଆପଣ ମାନସିକ ସ୍ତରରେ ଦୃଢ ରହିବେ। ଆପଣ ଆପଣଙ୍କ ରାଗ କୁ କନ୍ଟ୍ରୋଲ୍ କରିବା ଉଚିତ। ହନୁମାନ ଙ୍କ କୃପା ରୁ ସର୍ବଦା ଟଙ୍କା ରୋଜଗାର କରିବେ।

ଚତୁର୍ଥ ରାଶି ହେଉଛି କୁମ୍ଭ ରାଶି ,ଏହି ରାଶି ମଧ୍ୟ ହନୁମାନ ଙ୍କର ପ୍ରିୟ ହୋଇଥାନ୍ତି। ଏହି ରାଶିର ବ୍ୟକ୍ତି ବିଶେଷଙ୍କର କେବେ କେହି ଅମଙ୍ଗଳ କରିପାରିବେନି. ସବୁବେଳେ ହନୁମାନଙ୍କ କୃପା ବୃଷ୍ଟି ଏହି ରାଶିଙ୍କ ଉପରେ ହୋଇଥାଏ |

ନିଜର ବନ୍ଧୁ ଓ ପରିବାର ବର୍ଗଙ୍କ ସହ ସେୟାର କରନ୍ତୁ, ଜୟ ଓଡିଶା

khabaradmin

See author's posts

Previous Post

ସୋମବାର 99 କୋଭିଡ ରୋଗୀ ଓଡିଶାରେ ସୁସ୍ଥ

Next Post

ଝିଅ ମାନଙ୍କ ପର୍ବ ରଜ କାହିଁକି ପାଳନ ହୁଏ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

khabaradmin

khabaradmin

Next Post
ଝିଅ ମାନଙ୍କ ପର୍ବ ରଜ କାହିଁକି ପାଳନ ହୁଏ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଝିଅ ମାନଙ୍କ ପର୍ବ ରଜ କାହିଁକି ପାଳନ ହୁଏ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

‘Jete Gori Sete Story’

ରିଲିଜ୍ ହୋଇଛି ଓଡିଆ ଚଳଚ୍ଚିତ୍ର ‘Jete Gori Sete Story’ ଟିଜର

November 23, 2020
character-that-make-you-like-ram-and-sita

ଏହି ତିନୋଟି ଗୁଣ ଆପଣଙ୍କ ଯୋଡ଼ି କୁ ରାମ ସୀତା ଙ୍କ ଭଳି ବନେଇ ଦେବ, ପାଳନ କରନ୍ତୁ

August 7, 2020
ଡିସେମ୍ବରରୁ ଆରମ୍ଭ ହେବ କୋଣାର୍କ ନୃତ୍ୟ ମହୋତ୍ସବ । ମୁକ୍ତ ଆକାଶରେ ଝଲସିବ ରଙ୍ଗମଞ୍ଚ

ଡିସେମ୍ବରରୁ ଆରମ୍ଭ ହେବ କୋଣାର୍କ ନୃତ୍ୟ ମହୋତ୍ସବ । ମୁକ୍ତ ଆକାଶରେ ଝଲସିବ ରଙ୍ଗମଞ୍ଚ

November 29, 2019
ଶେଷ ପର୍ଯ୍ୟାୟରେ କୋଣାର୍କ ଇକୋରିଟ୍ରିଟ ପସ୍ତୁତି କାର୍ଯ୍ୟ

ଶେଷ ପର୍ଯ୍ୟାୟରେ କୋଣାର୍କ ଇକୋରିଟ୍ରିଟ ପସ୍ତୁତି କାର୍ଯ୍ୟ

November 12, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In