No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ଦେଶ ବିଦେଶ

ରୁଷିଆ ଓ ଇଜରାଇ ପରେ ଭାରତକୁ ସାହାର୍ଯ୍ୟ କଲା ଫ୍ରାନ୍ସ ।

khabaradmin by khabaradmin
July 2, 2020
in ଦେଶ ବିଦେଶ, ନ୍ୟୁଜ୍
0
France-helps-india
5
SHARES
28
VIEWS
Share on FacebookShare on Twitter

ଦେଶପାଇଁ ଶୁଭଖବର ହେଉଛି ଯେଉଁ ରାଫେଲ ଆମକୁ କିଛିମାସ ପରେ ମିଳିବାକୁ ଥିଲା ତାହା ବର୍ତ୍ତମାନ ସମୟରେ ସୂଚିତ ହୋଇସାରିଛି ଓ ଫ୍ରାନ୍ସ ଭାରତକୁ ଅଡିସନାଲ ରାଫେଲ ଦେବାକୁ ରାଜି ହୋଇଯାଇଛି । ଆପଣଙ୍କ ମନରେ କିନ୍ତୁ ଗୋଟିଏ କଥା ଆସୁଥିବ କି ଫ୍ରାନ୍ସ କେତେ ପରିମାଣର ରାଫେଲ ଭାରତକୁ ପ୍ରଦାନ କରିବ ? ଆପଣଙ୍କୁ ଏହି ବିଷୟରେ ମଧ୍ୟ ଜଣାଇଦେବାକୁ ଚାହୁଁଛୁ କି ସମୁଦାୟ 8ଟି ରାଫେଲ କୁ ଫ୍ରାନ୍ସ ଭାରତକୁ ପଠାଇବ ଓ କିଛି ରାଫେଲ ଅଛି ଯାହାକି ଅନୁମୋଦନ ନମିଳିବା ପର୍ଯ୍ୟନ୍ତ ଫ୍ରାନ୍ସ ଅନ୍ୟ ରାଫେଲ ଗୁଡିକୁ ଭାରତକୁ ସପ୍ଲାଏ କରିପାରିବନାହିଁ । ଭାରତକୁ ଜୁଲାଇ ମାସ ସୁଦ୍ଧା 6 ଟି ରାଫେଲ ଫ୍ରାନ୍ସ ପକ୍ଷରୁ ମିଳିଯିବ ,ଏଥିସହ ଆଶା କରାଯାଉଛି କି ଏଫଓଏସ କ୍ଲିଅରାନ୍ସ ମିଳିଯିବା ପରେ କିଛି ଅତ୍ୟଧିକ ରାଫେଲ ଭାରତକୁ ଫ୍ରାନ୍ସ ପ୍ରଦାନ କରିବ ।

ଏହାଉପରେ ଫ୍ରାନ୍ସ ସୂଚନା ଦେଇଛି କି ଫ୍ରାନ୍ସରୁ ସିଧା ରାଫେଲ ଭାରତକୁ ଆସିବ । ଏହାପୂର୍ବରୁ କୁହାଯାଉଥିଲା କି ଫ୍ରାନ୍ସରୁ କତାର ଓ ପରେ ଇଣ୍ଡିଆକୁ ଏହି ରାଫେଲ ଆସିବ । କାରଣ ବାଟରେ ଆସିବା ସମୟରେ ଫୁଏଲ ଆବଶ୍ୟକତା ହୋଇଥାଏ କିନ୍ତୁ ଭାରତ କହିଛି ଯେ ଯେତେଶିଘ୍ର ସମ୍ଭବ ଆମକୁ ରାଫେଲ ଆବଶ୍ୟକ କାରଣ ସୀମାରେ ଚାଇନା ଯେଉଁଭଳି ଭାବରେ ହରକତ କରୁଛି ଓ ଦେଶରେ ଯେଉଁଭଳି ଭାବରେ କରୋନା ପରିସ୍ଥିତି ଲାଗିରହିଛି ,କେଉଁ ସମୟରେ ଯୁଦ୍ଧ ହୋଇଯାଇପାରେ ସେଥିପାଇଁ ଭାରତ ଯଥାଶୀଘ୍ର ସମ୍ଭବ ଫ୍ରାନ୍ସରୁ ରାଫେଲ ଆଣିବାପାଇଁ ଚେଷ୍ଟା ଜାରିରହିଛି । ରାଫେଲ ମିଳିଯିବାପରେ ଭାରତ ଆହୁରି ଶକ୍ତିଶାଳୀ ହୋଇଯିବ ଓ ଚୀନର ସମ୍ପୁର୍ଣ ଭାବରେ ମୁକାବିଲା କରିବ ।

ରିପୋର୍ଟ ଅନୁଯାୟୀ ସେନାଧକ୍ଷ କହିଛନ୍ତିକି ଆମେ କୌଣସି ମତରେ ଏହି ବିବାଦକୁ ବଢାଇବାକୁ ଚାହୁଁନାହୁଁ କି ଚୀନ ଆଗରେ ମୁଣ୍ଡ ମଧ୍ୟ ନୂଆଁଇବୁ ନାହିଁ । କାରଣ ସୀମାରେ ଭାରତୀୟ ଟ୍ୟାଙ୍କ ଓ ସୈନ୍ୟ ଚୀନଠାରୁ ଭଲ ପୋଜିସନରେ ରହିଛନ୍ତି ଓ ଭାରତ ଏହିସମୟରେ 1962 ମସିହା ଭଳି ଭୁଲ କରିବନାହିଁ । କାରଣ 1962 ମସିହାରେ ଭାରତର ଏୟାରଫୋର୍ସ ବହୁତ ସବଳ ଥିଲା କିନ୍ତୁ ରଣନୀତି ରେ ଭୁଲ ପଦକ୍ଷେପ କାରଣରୁ ଏହି ଭୁଲମାନ ହୋଇଥିଲା ।

ଫ୍ରାନ୍ସ ଭଳି ରୁଷ ମଧ୍ୟ ଭାରତକୁ ସାହାର୍ଯ୍ୟ କରିବାପାଇଁ ଆଗେଇ ଆସିଛି । ରୁଷ ସହ ଭାରତର ବୁଝାମଣା ହୋଇଛି କି ରକ୍ଷା ବିଭାଗ ପାଇଁ ରୁଷ ଭାରତକୁ ଏଫ400 ଦେବାସହ କିଛି ହେଲିକେପ୍ଟର ଓ କିଛି ଆକ୍ରମଣକାରୀ ଜିନିଷ ଦେବାପାଇଁ କହିଛି ,ଭାରତ ରୁଷକୁ ଯଥାଶୀଘ୍ର ସମ୍ଭବ ଭାରତକୁ ଏହି ଯୁଦ୍ଧ ଜିନିଷ ଯୋଗାଇବ ବୋଲି କହିଛି । ସେପଟେ ରୁଷ ଭାରତକୁ ଆଶ୍ବସ୍ଥି ରହିବାପାଇଁ ଆଶ୍ୱାସନା ଦେଇଛି ।

khabaradmin

See author's posts

Previous Post

ପହିଲା ଜୁଲାଇ ରୁ ସାରା ଦେଶରେ ଲାଗୁ ହେବ ବ୍ୟାଙ୍କ ପାଇଁ ଏହି ନୂଆ ନିୟମ, ଜାଣି ନିଅନ୍ତୁ ନହଲେ ହେବ ଅସୁବିଧା।

Next Post

କେଉଁ ଚାଇନିଜ୍ ଆପ ର ବିକଳ୍ପ କେଉଁ ଆପ୍ ଅଟେ ଜାଣନ୍ତୁ।

khabaradmin

khabaradmin

Next Post
Chinese-app-alternatives

କେଉଁ ଚାଇନିଜ୍ ଆପ ର ବିକଳ୍ପ କେଉଁ ଆପ୍ ଅଟେ ଜାଣନ୍ତୁ।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020
ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

ଲୁହା ର କଂଟେନର ଦ୍ୱାରା ବନାଗଲା ୩ ମହଲା ବିଶିଷ୍ଟ ଘର। ଭିତରୁ ଏହା ବହୁତ ସୁନ୍ଦର ଦେଖାଯାଏ।

November 6, 2019

EDITOR'S PICK

KKR-Vs-RCB

KKR କୁ ସହଜରେ ହରାଇଲା RCB, ପ୍ଲେ ଅଫ କୁ ଯିବା ନେଇ ଏହି ୩ଟି ଦଳର ସ୍ଥାନ ପକ୍କା

October 22, 2020
ଶ୍ରାବଣ ମାସର ସୋମବାର ଶୈବ ପିଠ ର ମହତ୍ୱ ବଢ଼ାଇଛି ନା ଅଳିଆ, ଆବର୍ଜନା ସୃଷ୍ଟି କରିଛି

ଶ୍ରାବଣ ମାସର ସୋମବାର ଶୈବ ପିଠ ର ମହତ୍ୱ ବଢ଼ାଇଛି ନା ଅଳିଆ, ଆବର୍ଜନା ସୃଷ୍ଟି କରିଛି

July 30, 2019
ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

ମହିଳା ଟି-୨୦ ରାଙ୍କିଙ୍ଗ: ଟପ୍‌ ଟେନ୍‌ରେ ଜେମିମା ଓ ମନ୍ଧାନା

February 12, 2019
gud-pani-Benifits

ସକାଳୁ ଉଠି ଗୂଡ଼ ପାଣି ପିଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ,ସବୁ ରୋଗର ଚିକିତ୍ସା

September 25, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In