ନମସ୍କାର ସାଙ୍ଗମାନେ ଆପଣ ସମସ୍ତଙ୍କୁ ସ୍ୱାଗତ। ସାଙ୍ଗ ମାନେ କୁହାଯାଏ କି ଯେପରି ଆପଣ ଖାଦ୍ୟ ଖାଇଥାନ୍ତି ସେପରି ହୋଇଥାନ୍ତି। ଆମ ଶରୀରରେ ସେହି ଖାଦ୍ୟ ର ଅଧିକ ପ୍ରଭାବ ପଡିଥାଏ ଯାହା ଆମେ ଖାଲି ପେଟରେ ଖାଇଥାଉ।
ସକାଳେ ଉଠିବା ପରେ ଆମ ପେଟ ଖାଲି ହୋଇଥାଏ ଓ ଅନ୍ୟ ସମୟରେ ମଧ୍ୟ ଅନେକ ସମୟରେ ଆମ ପେଟ ଖାଲି ହୋଇଥାଏ।କିଛି ଖାଦ୍ୟ ଖାଲି ପେଟରେ ଖାଇବା ଆମ ଶରୀର ପାଇଁ ଫାଇଦା ଦେଉଥିବା ବେଳେ ଅନ୍ୟ କିଛି ଜିନିଷ ଖାଲି ପେଟରେ ଆମ ଶରୀରକୁ କ୍ଷତି ପହଂଚାଇଥାଏ । କିଛି ଭଲ ଖାଦ୍ୟ ଅଛି ଯାହା ଖାଲି ପେଟରେ ଆମ ଶରୀର ପାଇଁ ଠିକ ନୁହଁ। ଅନେକ ସମୟରେ ଭୋକ କାରଣରୁ ଆମେ ଏପରି ଖାଦ୍ୟ ଖାଇଦେଇଥାଉ ଯାହାର ଖରାପ ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ଆମେ ଜାଣି ମଧ୍ୟ ପାରି ନଥାଉ ଏହି ସମସ୍ୟା କଣ ପାଇଁ ହେଉଛି। ଆସନ୍ତୁ ଜାଣିବା ଆମକୁ ଖାଲି ପେଟରେ କଣ ଖାଇବା ଆବଶ୍ୟକ ଓ କଣ ନ ଖାଇବା ଆବଶ୍ୟକ।ଅଧିକ ମିଠା ଖାଦ୍ୟ ଆମ ଶରୀର ପାଇଁ ଭଲ ନୁହେଁ କିନ୍ତୁ ଖାଲି ପେଟରେ ଏହାକୁ ଖାଇବା ଲାଭ ଦାୟକ ହୋଇଥାଏ।ଖାଲି ପେଟରେ ମହୁ ଏକ ଭଲ ପୋଷକ ହୋଇଥାଏ ଆମ ଶରୀର ପାଇଁ ଏଥି ପାଇଁ ଖାଲି ପେଟରେ ଦହି ଖାଇବା ଭଲ ହୋଇଥାଏ।
ଟମାଟୋ ବା ଖଟା ଫଳ ଯେପରି କମ୍ଳାନ ଅନ୍ୟ ଖଟା ଫଳ ଏହା ତ ଆମ ଶରୀର ପାଇଁ ଫାଇଦା ଦେଇଥାଏ।ଓ ପ୍ରତି ବ୍ୟକ୍ତି କୁ ଏହାର ସେବନ କରିବା ଉଚିତ।ଯେଉଁଲୋକ ଓଜନ କମାଉଛନ୍ତି ସେ ମାନେ ଖାଲି ପେଟରେ ତମାଟୋ ଖାଇ ଥାନ୍ତି ଓ ଆଉ କିଛି ଲୋକ ଦିନ ଆରମ୍ଭ ରେ କମଳା ଓ ଲେମ୍ଭୁ ପାଣି ପି ଥାନ୍ତି। ଏହାକୁ ଖାଇବା ଉଚିତ କିନ୍ତୁ ଖାଲି ପେଟରେ ନୁହେଁ କାରଣ ଖାଲି ପେଟରେ ଏହାକୁ ଖାଇବା ଦ୍ବାରା ପେଟରେ ଗ୍ୟାସ ହୋଇଥାଏ। ଖାଲି ପେଟରେ କେବେକି କେକ ବା ବ୍ରେଡ଼ କହିବା କଥା ନୁହେଁ।ମଇଦା ରେ ତିଆରି କୌଣସି ଖାଦ୍ୟ ଖାଲି ପେଟରେ ଖାଇବା ଅନୁଚିତ।
ଅଧିକ ତମ ଲୋକ ଖାଲି ପେଟରେ ଚାହା ବା କଫି ପିଇ ଥାନ୍ତି। ଏହା କୁ ଖାଲି ପେଟରେ ପିଇବା ଏହା ଆମ ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ।କଦଳୀ ଖାଲି ପେଟରେ ଖାଇବା ଆମ ହାର୍ଟ ପାଇଁ କ୍ଷତି କାରକ ତେଣୁ ଏହାକୁ କେବେବି ଖାଲି ପେଟରେ ଖାଆନ୍ତୁ ନାହିଁ।ଅଧିକ ରାଗ ବା ମସଲା ଯୁକ୍ତ ଖାଦ୍ୟ ଖାଲି ପେଟରେ ଖାଆନ୍ତୁ ନାହିଁ।ଦହି ଆମ ଶରୀର ପାଇଁ ଅନେକ ଫାଇଦା ଦେଇଥାଏ କିନ୍ତୁ ଦହି ଖାଲି ପେଟରେ ଖାଇବା ଦ୍ବାରା ଆମ ଶରୀର ଉପରେ ଏହାର ଖରାପ ପ୍ରଭାବ ପଡିଥାଏ।ଖାଲି ପେଟରେ ଖାଇବା ପାଇଁ କ୍ଷୀର,ବାଜରା ଓ ଅଣ୍ଡା ଏକ ଭଲ ଆହାର ଅଟେ। ଯଦି ଆମ ଲେଖା ଭଲ ଲାଗୁଛି ଏହାକୁ ଲାଇକ କରନ୍ତୁ ଓ ସେୟାର କରନ୍ତୁ ଧନ୍ୟବାଦ।