No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home କ୍ରୀଡା

ଅଷ୍ଟ୍ରେଲିଆ ଗସ୍ତ ରେ ଭାରତୀୟ କ୍ରିକେଟ ଦଳ ଘୋଷଣା , ବାଦ ପଡ଼ିଲେ ଓପ୍ନର ରୋହିତ ଶର୍ମା

khabaradmin by khabaradmin
October 27, 2020
in କ୍ରୀଡା, ନ୍ୟୁଜ୍
0
BCCI-ANNOUNCE-PLAYER-LIST-FOR-AUSTRALIA-TOUR
0
SHARES
31
VIEWS
Share on FacebookShare on Twitter

ନଭେମ୍ବର ଏବଂ ଡିସେମ୍ବର ମାସରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ରେ କ୍ରିକେଟ ସିରିଜ ଖେଳା ଯିବ। ତେଣୁ ଭାରତର କ୍ରିକେଟ ଟିମ୍ ଅଷ୍ଟ୍ରେଲିଆ ଗସ୍ତ ରେ ଯିବ। ଭାରତୀୟ କ୍ରିକେଟ ସିଲେକ୍ସନ ବୋର୍ଡ ଏନେଇ ପ୍ରସ୍ତୁତି ଆରମ୍ଭ କରିନେଇଛନ୍ତି। ଭାରତର ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ କ୍ରିକେଟ ଦଳ ମଧ୍ୟ ଘୋଷଣା ହୋଇସାରିଛି। କିନ୍ତୁ ଏହି ଗସ୍ତ ରୁ ବାଦ ପଡ଼ିଛନ୍ତି ଭାରତୀୟ ହିଟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା। ଚଳିତ ଆଇପିଏଲ ସିଜିନରେ ଆହତ ହୋଇଥିବା କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ଓପ୍ନର ରୋହିତ ଶର୍ମା ଏହି ଲିଷ୍ଟ ରୁ ବାଦ ପଡିଛନ୍ତି। ଯାହା କି ଫ୍ୟାନ ଙ୍କ ମନକୁ ନିରାଶ କରିଛି।

ତେବେ ଦଳକୁ ଫେରିଛନ୍ତି ଶିଖର ଧବନ। ଲଗାତାର ଦୁଇଟି ମ୍ୟାଚ ରେ ଶତକ କରି ପୁରୁଣା ଫର୍ମ କୁ ଫେରିଛନ୍ତି ଶିଖର ଧବନ। ଆଗାମୀ ଟୁର୍ ଅଷ୍ଟ୍ରେଲିଆ ପାଇଁ ଭାରତୀୟ କ୍ରିକେଟ୍ ଦଳ ଚୟନ କରିବାକୁ ସୋମବାର ଦିନ ଅଲ-ଇଣ୍ଡିଆ ସିନିୟର ଚୟନ କମିଟି ଭିଡିଓ କନଫରେନ୍ସ ମାଧ୍ୟମରେ ବୈଠକ କରିଛି। ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷରେ ତିନୋଟି ଟି-ଟ୍ୱେଣ୍ଟି, ତିନୋଟି ODI ଏବଂ ଚାରିଟି ଟେଷ୍ଟ ମ୍ୟାଚରେ ଭାଗ ନେବ।ତେବେ ଆସନ୍ତୁ ଜାଣିବା ଏହି ଲିଷ୍ଟ ରେ ତିନୋଟି ଫର୍ମାଟ ରେ କେଉଁ କେଉଁ ଖେଳାଳି ଚୟନ ହୋଇଛନ୍ତି।

ଅଷ୍ଟ୍ରେଲିଆ ଗସ୍ତ ରେ ଚୟନ ହୋଇଥିବା ଭାରତୀୟ ଖେଳାଳୀ ଙ୍କ ସମ୍ପୂର୍ଣ୍ଣ ଲିଷ୍ଟ –

ଭାରତୀୟ ଟି-୨୦ କ୍ରିକେଟ ଦଳ:

ବିରାଟ କୋହଲି (କ୍ୟାପ୍ଟ), ଶିଖର, ମୟଙ୍କ ଅଗ୍ରୱାଲ, କେ.ଏଲ୍ ରାହୁଲ (vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ସଞ୍ଜୁ ସାମସନ୍ (wk), ରବିନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ଯୁଜଭେନ୍ଦ୍ର ଚହଲ, ଜସପ୍ରୀତ ବୁମ୍ରା, ମୋହମଦ ଶାମି, ନବଦୀପ ସାଇନି, ଦୀପକ ଚହର, ବରୁଣ ଚକ୍ରବର୍ତ୍ତୀ

ଭାରତୀୟ ଏକଦିବସୀୟ (ODI ) କ୍ରିକେଟ ଦଳ:

ବିରାଟ କୋହଲି (କ୍ୟାପ୍ଟଟେନ), ଶିଖର ଧାୱନ, ଶୁଭମାନ ଗିଲ, କେ.ଏଲ୍ ରାହୁଲ (vc & wk), ଶ୍ରେୟସ୍ ଆୟର, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମାୟାନକ ଅଗ୍ରୱାଲ, ରବିନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଜସପ୍ରୀତ ବୁମ୍ରା, ଶାମି, ନବଦୀପ ସାଇନି, ଶାର୍ଦ୍ଦୁଲ ଠାକୁର ।

ଭାରତୀୟ ଟେଷ୍ଟ କ୍ରିକେଟ ଦଳ:

ବିରାଟ କୋହଲି (କ୍ୟାପ୍ଟଏନ), ମାୟାନକ ଅଗ୍ରୱାଲ, କେ.ଏଲ୍ ରାହୁଲ, ଚେତେଶ୍ୱର, ଅଜିଙ୍କ୍ୟ ରାହାଣେ (ଭାଇସ କ୍ୟାପଟେନ), ହନୁମା ବିହାରୀ, ଶୁଭମାନ ଗିଲ, ସାହା (wk), ଋଷଭ ପନ୍ତ (wk), ବୁମରା, ମୋହଦ୍। ଶାମି, ଉମେଶ ଯାଦବ, ନବଦୀପ ସାଇନି, କୁଲଦୀପ ଯାଦବ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନ, ମୋହମଦ ସିରାଜ।

ଏଭଳି ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ ଧନ୍ୟବାଦ।

khabaradmin

See author's posts

Tags: IPLIPL 2020
Previous Post

ଆଇପିଏଲ ର ୮୦ ପ୍ରତିଶତ ମ୍ୟାଚ୍ ଶେଷ, ପ୍ଲେ ଅଫ କୁ ନିଶ୍ଚୟ ଯିବେ ଏହି ୪ଟି ଦଳ

Next Post

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜେଟିଭ, ଟ୍ୱିଟ କରି ଦେଲେ ଏହିପରି ସୂଚନା।

khabaradmin

khabaradmin

Next Post
Smriti-irani-Tested-positive

କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ କରୋନା ପଜେଟିଭ, ଟ୍ୱିଟ କରି ଦେଲେ ଏହିପରି ସୂଚନା।

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

June 9, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020

EDITOR'S PICK

ଓଡ଼ିଶାରେ କୋଭିଡ-୧୯ ସମ୍ପର୍କିତ ତାଜା ସୂଚନା

ଓଡ଼ିଶାରେ କୋଭିଡ-୧୯ ସମ୍ପର୍କିତ ତାଜା ସୂଚନା

June 5, 2020
Khanadhar-waterfalll-BestofOdisha

ଆପଣ ଜାଣନ୍ତି କି କେଉଁଠି ଅଛି ଓଡ଼ିଶାର ସବୁଠାରୁ ସୁନ୍ଦର ଝରଣା।

September 25, 2020
Sabyasachi-Facilitates-Transport-Of-Over-35K-Abandoned-Coconuts-To-Ghatgaon

ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ

December 7, 2020
କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍

କପିଲ ଶର୍ମା ଶୋ’ରୁ ସିଦ୍ଧୁ ଆଉଟ୍

February 16, 2019

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In