No Result
View All Result
Best of Odisha Khabar
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ
No Result
View All Result
Best of Odisha Khabar
No Result
View All Result
Home ଦେଶ ବିଦେଶ

କଣ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଙ୍କ ଶପଥ ଗ୍ରହଣ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମନମୋହନ ସିଂହ?

khabaradmin by khabaradmin
November 10, 2020
in ଦେଶ ବିଦେଶ, ନ୍ୟୁଜ୍
0
କଣ ଆମେରିକା ରାଷ୍ଟ୍ରପତି ଜୋ ବିଡେନ ଙ୍କ ଶପଥ ଗ୍ରହଣ ସମାରୋହ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେବେ ମନମୋହନ ସିଂହ?
0
SHARES
4
VIEWS
Share on FacebookShare on Twitter

ବର୍ତ୍ତମାନ ଖବର ଟି ଭାଇରଲ ହେବାରେ ଲାଗିଛି ଯେ ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବିଡେନ ଙ୍କ ଶପଥ ଗ୍ରହଣ ଉତ୍ସବ ରେ ଯୋଗ ଦେବେ ଡକ୍ଟର ମନମୋହନ ସିଂହ। ତେବେ କଣ ସତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼ନ ଙ୍କ ଶପଥ ଗ୍ରହଣ ସମାରୋହରେ ମୁଖ୍ୟ ଅତିଥି ରୂପରେ ନିମନ୍ତ୍ରିତ ହୋଇଛନ୍ତି ଭାରତୀୟ ପୂର୍ବ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ? ଜାଣନ୍ତୁ କଣ ରହିଛି ଏହା ପଛରେ ଖବର କଣ ରହିଛି ଭାଇରଲ ହେଉଥିବା ଏହି ଖବର ପଛର ସତ୍ୟତା? କଣ ମନମୋହନ ଙ୍କୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି ଜୋ ବିଡେନ!

ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇଛନ୍ତି। ଜାନୁଆରୀ 2021 ରେ ଜୋ ବିଡେନ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରନ୍ତୁ। ଏହି ସମୟରେ ଏକ ବଡ ସୂଚନା ବାହାରକୁ ଆସୁଛି ଯାହା ବିଶ୍ୱ ରେ ପୁଣି ଥରେ ଭାରତର ମୂଲ୍ୟ ବୃଦ୍ଧି କରିଛି। ଜାଣିବାକୁ ମିଳିଛି ଯେ ଆମେରିକାର ନୂତନ ରାଷ୍ଟ୍ରପତି ଜୋ ବିଡେନଙ୍କ ଶପଥ ଗ୍ରହଣ ସମାରୋହରେ ଡକ୍ଟର ମନମୋହନ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।

ମଧ୍ୟପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଟ୍ୱିଟ୍ କରିଛନ୍ତି

ମଧ୍ୟପ୍ରଦେଶ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଜିତୁ ପାଟୱାରୀ ଏକ ଟୁଇଟ୍ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକାର ନୂତନ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ବିଶ୍ୱର ସର୍ବଶ୍ରେଷ୍ଠ ଅର୍ଥନୀତିଜ୍ ଡକ୍ଟର ତଥା ଭାରତର ଗୌରବ ଆଣିଥିବା ବ୍ୟକ୍ତି ଡକ୍ଟର ମନମୋହନ ସିଂ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହା ଭାରତ ପାଇଁ ଗର୍ବର ବିଷୟ ଅଟେ ବୋଲି ଚର୍ଚ୍ଚା ହେଉଛି।

Jitu-Patwari

Congress leader Jitu Patwari imagines Joe Biden’s swearing-in ceremony and invites Manmohan Singh as chief guest, gets mocked on Twitterhttps://t.co/68VvPdCGQA

— OpIndia.com (@OpIndia_com) November 9, 2020

କିନ୍ତୁ ଏହି ଖବର ଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ। ହୁଆଟସପ ଯୋଗେ ଭାଇରଲ ହୋଇଥିବା ଏହି ମେସେଜ ଟି କୁ କଂଗ୍ରେସ ନେତା ଜିତୁ ପଟବରୀ ସତ ବୋଲି ଭାବି ନେଇଥିଲେ ଏବଂ ଏହାକୁ ସେ ନିଜ ଟ୍ୱିଟର ଆକାଉଣ୍ଟ ରେ ଟ୍ୱିଟ କରି ଦେଇଥିଲେ। ବର୍ତ୍ତମାନ ସେ ଏହି ଟ୍ୱିଟ ପାଇଁ ହରଡ଼ଘଣାରେ ପଡିଛନ୍ତି। ବିରୋଧୀ ଦଳ ଏନେଇ ତାଙ୍କୁ ଘେରିବା ଆରମ୍ଭ କରିଦେଇଛନ୍ତି। ଅଧିକ ଖବର ପାଇଁ ଆମକୁ ଫଲୋ କରନ୍ତୁ।

khabaradmin

See author's posts

Previous Post

ଆମେରିକା ନିର୍ବାଚନ ଜିତିବାକୁ ଯାଉଛନ୍ତି Joe biden କିନ୍ତୁ ରହିଛି ଏହି ସମସ୍ୟା

Next Post

ଶେଷ ପର୍ଯ୍ୟାୟରେ କୋଣାର୍କ ଇକୋରିଟ୍ରିଟ ପସ୍ତୁତି କାର୍ଯ୍ୟ

khabaradmin

khabaradmin

Next Post
ଶେଷ ପର୍ଯ୍ୟାୟରେ କୋଣାର୍କ ଇକୋରିଟ୍ରିଟ ପସ୍ତୁତି କାର୍ଯ୍ୟ

ଶେଷ ପର୍ଯ୍ୟାୟରେ କୋଣାର୍କ ଇକୋରିଟ୍ରିଟ ପସ୍ତୁତି କାର୍ଯ୍ୟ

Leave a Reply Cancel reply

Your email address will not be published. Required fields are marked *

POPULAR NEWS

Stambheshwar-Mahadev

ଦିନ ରେ ଦୁଇ ଥର ଦର୍ଶନ ଦେଇକରି ସମୁଦ୍ର ରେ ବୁଡିଯାଏ ଏହି ମନ୍ଦିର। ଆଜି ବି ନିଜ ଦୋଷ ର କ୍ଷମା ମାଗୁଅଛି।

November 7, 2019
ମୋବାଇଲ ଫୋନ  ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

ମୋବାଇଲ ଫୋନ ଯୁବଶକ୍ତି ଗଠନ କରୁଛି ନା ନଷ୍ଟ କରୁଛି |

August 8, 2019
Boudh-Tourist-places

ବୌଦ୍ଧ : ପଶ୍ଚିମ ଓଡିଶା ପର୍ଯ୍ୟଟନ କ୍ଷେତ୍ରର ଗନ୍ତାଘର

October 21, 2020
ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

ହନୁମାନଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି ରାଶିର ବ୍ୟକ୍ତିମାନେ, ଜାଣି ନିଅନ୍ତୁ

June 9, 2020
କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

କେବେ ଆପଣ କଏନ ଉପରେ ଥିବା ଏହି ଚିହ୍ନ କୁ ଦେଖିଛନ୍ତି କି ? ଏହା ସଂକେତ ଦିଏ କି କେଉଁଠି କଏନ ଗୁଡିକ ତିଆରି ହୋଇଥିଲା।

October 27, 2020

EDITOR'S PICK

Kid

ଏଇ ସାଧାରଣ ପିଲା ଟି ରାସ୍ତା କଡ଼ ର ଆଲୁଅ ରେ ପଢୁଥିଲା, ଜଣେ କୋଟିପତି ତାଙ୍କର ଜୀବନ ବଦଳେଇଦେଲେ।

November 2, 2019
train

କାହିଁକି ଟ୍ରେନରେ କବାଟ ପାଖକୁ ଯେଉଁ ଝରକା ଥାଏ ସେଥିରେ ବହୁତ ବାର ଥାଏ

November 1, 2019
sara ali

ସାରା ଅଲ୍ଲି ଖାନଙ୍କ ସହ ବ୍ରେକଅପ ପରେ ଏହି ଅଭିନେତ୍ରୀ ଙ୍କ ସହ ଦେଖା ଗଲେ କାର୍ତ୍ତିକ ଆର୍ଯ୍ୟନ.

November 2, 2019
Mobile-Marketing

ଲକଡାଉନ ପରେ କଣ ଆପଣ ଅଛନ୍ତି ବେରୋଜଗାର ? ଏମିତି ନିଜ ସ୍ମାର୍ଟଫୋନ ଦ୍ୱାରା କମାନ୍ତୁ ଟଙ୍କା

October 19, 2020

About

Follow us

Categories

  • Stories
  • Uncategorized
  • ଓଡିଶା
  • କ୍ରୀଡା
  • ଜୀବନଚର୍ଯ୍ୟା
  • ଦେଶ ବିଦେଶ
  • ନ୍ୟୁଜ୍
  • ପ୍ରଯ୍ୟଟନ
  • ବ୍ୟବସାୟ ଓ ଅର୍ଥନୀତି
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ହେଲଥ ଟିପ୍ସ

Recent Posts

  • ପୁଣି ମହତ କାମ କଲେ ସବ୍ୟସାଚୀ, ମାଆ ତାରିଣୀ ଙ୍କ ଭକ୍ତଙ୍କ ପାଇଁ ସାଜିଲେ ଦେବଦୂତ
  • ମୁମ୍ବାଇରେ ଅକ୍ଷୟ କୁମାର ଙ୍କୁ ଭେଟିଲେ ଯୋଗୀ ଆଦିତ୍ୟ ନାଥ,ବଲିଉଡ ପାଇଁ ବଡ଼ ଖବର
  • ତାଜମହଲ ପରିଦର୍ଶନ Online ଟିକେଟ୍ ବୁକିଂ ପାଇଁ ASI ଲାଗୁ କଲା ନୂତନ ନିୟମ
  • କୋଭିଡ କଟକଣା ଲାଗି ଏବର୍ଷ ପାଳନ ହେବ ନାହିଁ କାର୍ତ୍ତିକ ପୂର୍ଣ୍ଣିମା, ଡ଼ଙ୍ଗା ଭସାଇଲେ ଲାଗିବ ଫାଇନ
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

No Result
View All Result
  • ଓଡିଶା
  • କ୍ରୀଡା
  • ନ୍ୟୁଜ୍
  • ଦେଶ ବିଦେଶ
  • ବ୍ୟବସାୟ ଓ ଅର୍ଥନୀତି
  • ଶିକ୍ଷା ଓ ନିଯୁକ୍ତି
  • ପ୍ରଯ୍ୟଟନ
  • Stories
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ହେଲଥ ଟିପ୍ସ
  • ରାଶିଫଳ

Copyright © 2012 - 2017, JNews - Premium WordPress news & magazine Jegtheme.

Login to your account below

Forgotten Password?

Fill the forms bellow to register

All fields are required. Log In

Retrieve your password

Please enter your username or email address to reset your password.

Log In